ଓଜନ ଓ ମାପ ବିଭାଗ ତରଫରୁ ଚଢାଉ, ଜୋରିମାନା ଆଦାୟ

0
377

ବ୍ରହ୍ମପୁର, ୨୮/୮/୧୯;ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଙ୍କ ନିର୍ଦ୍ଦେଶ ରେ ଉପଖଣ୍ଡ ସ୍ତରୀୟ ମାପ ଓ ଓଜନ ବିଭାଗ ତରଫରୁ ବ୍ରହ୍ମପୁର ଦେଶୀ ବେହେରା ସାହି ରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଯାଂଚ୍ କରାଯାଇଛି। ଯାଂଚ୍ ସମୟ ରେ ଖାଇବା ତେଳ ର ଇମେଲ୍ ଠିକଣା ଓ ବିକ୍ରୀ ମୂଲ୍ଯ ନଥିବା ହେତୁ ତେଳ ପ୍ରସ୍ତୁତ କାରୀ ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ କରାଯାଇ ୩୦୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଚିନି ହୋଲସେଲର ବ୍ୟବହାର କରୁଥିବା ଓଜନ ମାପ ଯନ୍ତ୍ର ର କାଗଜପତ୍ର ଦେଖାଇ ନପାରିବା ହେତୁ ୧୫୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here