ସୋମନାଥ ନଗର ରେ ଟ୍ରାଫିକ ସମସ୍ୟା

0
376

ବ୍ରହ୍ମପୁର , ୨୮/୯/୧୯;ସୋମନାଥ ନଗର ମୁଖ୍ୟ ରାସ୍ତା ରେ ଟ୍ରାଫିକ ସମସ୍ୟା ସାହି ମଝିରେ ବଡ ବଡ ଗୋଦାମ (ଟ୍ରାନ୍ସପୋର୍ଟ ) ବା ଲୋରୀ ଗୋଦାମ ରହିଥିବା ଯୋଗୁଁ ପ୍ରତେକ ସମୟରେ ରାସ୍ତା କଡରେ ବଡ ବଡ ଗାଡି ରହି ରାସ୍ତା ରେ ଯିବା ଆସିବା କରିବା ପାଇଁ ବହୁ ଅସୁବିଧା ହେଉଛି l ସେହି ରାସ୍ତା ଦେଇ ୫ଟି ସାହି ବାସିନ୍ଦା ଯିବା ଆସିବା କରନ୍ତି l ସୋମନାଥ ନଗର,ତ୍ରିନାଥ ନଗର, ଶ୍ରୀରାମ ନଗର ଭଳି ଅନେକ ସାହିରୋ ଲୋକେ ନିର୍ଭର କରୁଛନ୍ତି । ବିଭିନ୍ନ ସମୟରେ ଆମ୍ବୁଲାନ୍ସ ଏବଂ ସ୍କୁଲ କୁ ଯିବା ଆସିବା କରିବା ବେଳେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି ।ସାହି ବାସିନ୍ଦା ମାନେ ତୁରନ୍ତ ଏ ହି ସମସ୍ୟା କୁ ବ୍ରହ୍ମପୁର ମହାନଗର ନିଗମ କମିଶନରଏବଂ ପୋଲିସ ଅଧିକାରୀ ଧ୍ୟାନ ଦେବା କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here