ବିଶିଷ୍ଟ ପରିବେଶ ବିତ୍ ନଦିଆ ଚାନ୍ଦ କାନୁନଗୋ ଆଉ ନାହାଁନ୍ତି

0
380

ଭୁବନେଶ୍ୱର, ୧୪/୧୧- ବିଶିଷ୍ଟ ପରିବେଶ ବିତ୍ ନଦିଆ ଚାନ୍ଦ କାନୁନଗୋ ଙ୍କ ଆଜି ପୂର୍ବାହ୍ନ ୮ ଘ ସମୟରେ ଦେହାନ୍ତ ହୋଇଯାଇଛି। ମୁତ୍ୟୁ ବେଳେକୁ ୮୪ ବର୍ଷ ହୋଇଥିଲା। ସେ ରକ୍ତ ଶର୍କରା ରୋଗ ରେ ପୀଡିତ ଥିଲେ। ୧୫ ଦିନ ପୂର୍ବରୁ କିମସ୍ ହାସପାତାଳ ରେ ଭର୍ତ୍ତି ହୋଇଥିଲେ। ସେଠାରେ ହିଁ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଶ୍ରୀ କାନୁନଗୋ ଙ୍କ ମରଶରୀରକୁ ନିଜ ବାସଭବନ ଶୈଳଶ୍ରୀ ବିହାର କୁ ଶେଷ ଦର୍ଶନ ପାଇଁ ଅଣାଯିବା ପରେ, ପୁରୀ ସ୍ବର୍ଗ ଦ୍ବାର ଠାରେ ଶେଷକ୍ଋତ କରାଯାଇଛି।

LEAVE A REPLY

Please enter your comment!
Please enter your name here