ଭୂବନେଶ୍ୱର: ବାହଘର ଓ ଅନ୍ତ୍ୟେଷ୍ଟି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଡାଏଲ୍‌ କରିଲେ ମିଳିବ ଅନୁମତି

0
146

ଭୂବନେଶ୍ୱର,୦୫/୦୫/୨୦୨୧:ଲକ୍‌ଡାଉନ ସମୟରେ ରାଜଧାନୀବାସୀ ଙ୍କ ଲାଗି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମିଳିବ ଅନୁମତି। ବିବାହ ଅନୁମତି ଲାଗି ଥାନାକୁ ଯିବାକୁ ପଡ଼ିବନି। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ ଫୋନ କରିବେ।ଲକ୍‌ଡାଉନ ସମୟରେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ଘରେ ବସି ମିଳିବ ଅନୁମତି। ବିବାହ ଅନୁମତି ଲାଗି ଥାନାକୁ ଆଉ ଯିବାକୁ ପଡ଼ିବନାହିଁ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ ଫୋନ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍‌ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ଯିବ। ଉକ୍ତ ଫର୍ମାଟକୁ ପୂରଣ କରି ପୁଲିସ ପାଖକୁ ପଠାଇବାକୁ ପଡ଼ିବ। ଫର୍ମାଟ ପୂରଣ ପରେ କମିଶନରେଟ ପୁଲିସରୁ ମିଳିଯିବ ଅନୁମତି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here