ଦିନକରେ କରୋନା ସଂକ୍ରମଣ ୮ ହଜାର ଟପିଲା। ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ

0
145

ଭୁବନେଶ୍ୱର,୨୮/୦୪/୨୦୨୧: ଆଜି ରାଜ୍ୟରେ କରୋନା ସଂକ୍ରମଣ ୮ ହଜାର ଟପିଛି। ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଆଜି ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮ ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, , ଅନୁଗୁଳରୁ ୩୪୭, ଷ୍ଟେଟ୍ ପୁଲ୍‌ରୁରୁ ୩୪୮, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, କଳାହାଣ୍ଡିରୁ ୧୨୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷେ, ନୟାଗଡ଼ରୁ ୧୨୨, ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡ଼ାରୁ ୭୫, କୋରାପୁଟରୁ ୬୯, ଭଦ୍ରକ ଓ ସୁବର୍ଣ୍ଣପୁରରୁ ୬୭ ଲେଖାଏଁ, ଦେବଗଡ଼ରୁ ୬୧, କନ୍ଧମାଳରୁ ୫୩, କେନ୍ଦ୍ରାପଡ଼ାରୁ ୪୯, ମାଲକାନଗିରିରୁ ୨୪ ଓ ଢେଙ୍କାନାଳ ଜିଲ୍ଲାରୁ ୨୧ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ବାହାରିଛନ୍ତି ୩୪୮ ଜଣ।

*DISTRICT WISE POSITIVE CASES 27-04-2021*

1. Angul: 347
2. Balasore: 202
3. Bargarh: 257
4. Bhadrak: 67
5. Balangir: 358
6. Boudh: 83
7. Cuttack: 496
8. Deogarh: 61
9. Dhenkanal: 21
10. Gajapati: 96
11. Ganjam: 209
12. Jagatsinghpur: 129
13. Jajpur: 270
14. Jharsuguda: 433
15. Kalahandi: 126
16. Kandhamal: 53
17. Kendrapada: 49
18. Keonjhar: 175
19. Khurda: 1840
20. Koraput: 69
21. Malkangiri: 24
22. Mayurbhanj: 289
23. Nawarangpur: 388
24. Nayagarh: 122
25. Nuapada: 233
26. Puri: 259
27. Rayagada: 75
28. Sambalpur: 307
29. Sonepur: 67
30. Sundargarh: 933
31. State Pool: 348

*Total: 8386*

LEAVE A REPLY

Please enter your comment!
Please enter your name here