ମହାନ ସଂଘ ର ନୂତନ କର୍ମକର୍ତ୍ତା ମନୋନୀତ

0
262

ବ୍ରହ୍ମପୁର, ୧୨/୦୪/୨୦୨୧:ଓଡ଼ିଶା ର ସୁନାମଧନ୍ୟ ୩୬ ବର୍ଷ ର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ) ର ଆଗାମୀ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ପୁଣି ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶ୍ରୀ ହରିପ୍ରସାଦ ମଲଣା କାର୍ଯ୍ୟକାରୀ ସଭାପତି, ଶ୍ରୀ ଭି ରବି କୁମାର ଗୁପ୍ତା,ଉପସଭାପତି ( ଅର୍ଥ), ଶ୍ରୀ ପ୍ରଦୀପ କମାର ପଣ୍ଡା( କାର୍ଯ୍ୟାଳୟ), ଶ୍ରୀ ସଞ୍ଜୟ ମାଝି( ପ୍ରକଳ୍ପ) ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର, ସହ ସମ୍ପାଦକ (ଅର୍ଥ) ଶ୍ରୀ ହରିକୃଷ୍ଣ ମିଶ୍ର, (କାର୍ଯ୍ୟାଳୟ) ଶ୍ରୀ ପ୍ରକାଶ ଭାଯାନି ଓ ସହ ସମ୍ପାଦିକା ପ୍ରକ୍ଲପ ଶ୍ରୀମତୀ ବନ୍ଦିତା ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ରୀ ରୁପକାନ୍ତ ସମନ୍ତ୍ରାରା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ପରିଷଦ କୁ ଶ୍ରୀ ବଳରାମ, ସୈାମିକ ସାହୁ, ଭୀଷ୍ମଚାର୍ଯ୍ୟ ଚୌଧୁରୀ,ପ୍ରଭାକର ସାହୁ, ଡଃ ସୂଚନା ପାଢ଼ୀ, କେ. ବଳରାମ ଦାସ, ଶ୍ରୀମତୀ ଦେବୀ ପ୍ରଭା ରଥ, ସୁରେଶ କୁମାର ତ୍ରିପାଠୀ, ଜିତେନ୍ଦ୍ର କୁମାର ସାହୁ, ମହେନ୍ଦ୍ର କୁମାର ପାତ୍ର ଓ ପି ବୁଚିବାବୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ ସମସ୍ତ ବିଭାଗ ର ମଧ୍ୟ କର୍ମକର୍ତ୍ତା ମନୋନୀତ କରାଯାଇଥିଲା।ଆଗାମୀ ବର୍ଷ ବହୁ ଜନହିତକର କାର୍ଯ୍ୟ ହାତକୁ ନିଆଯିବ ବୋଲି ସଭାପତି ଶ୍ରୀ ସାବତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here