ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

0
231

ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଲେ ଫୋକ୍ସୋ କୋର୍ଟ । ଦୋଷୀ ଅନାମ ଦେହୁରୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଘଟିଥିଲା ଦୁଷ୍କର୍ମ, ହତ୍ୟା । ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଉଥିବାେବଳେ।ରାସ୍ତାରେ ଝିଅଟିକୁ ଉଠାଇ ନେଇଥିଲା ଦୋଷୀ ସାବ୍ୟସ୍ତ ଅନାମ । ନିକଟସ୍ଥ ବୁଦାରେ ଦୁଷ୍କର୍ମ ସହ ପଥରରେ ଛେଚି ହତ୍ୟା କରିଥିଲା । ପଥରେର ଛେଚି ମାରିବା ସହ ନିକଟସ୍ଥ ନାଳରେ ଫିଙ୍ଗି ଦେଇଥିଲା ।

LEAVE A REPLY

Please enter your comment!
Please enter your name here