ଦେଶରେ ଆଜିଠାରୁ ମହଙ୍ଗା ହେଲା ବିମାନ ଯାତ୍ରା

0
363

ନୂଆଦିଲ୍ଲୀ,୧୨/୦୨/୨୦୨୧:ଦେଶରେ ଆଜିଠାରୁ ମହଙ୍ଗା ହେଲା ବିମାନ ଯାତ୍ରା। ବିମାନ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ୩୦ ପ୍ରତିଶତ ଅର୍ଥ। ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏ ଜାରି ରହିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶ । ଦେଢ଼ରୁ ୨ ଘଣ୍ଟାର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୩୯୦୦ ଟଙ୍କା। ଦେଢ଼ରୁ ୨ ଘଣ୍ଟାର ଯାତ୍ରା ପାଇଁ ସର୍ବାଧିକ ବିମାନ ଭଡ଼ା ୧୩,୦୦୦ ଟଙ୍କା। ୪୦ ମିନିଟ୍‌ର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୨୨୦୦ ଟଙ୍କା । ୪୦ ମିନିଟ୍‌ର ଯାତ୍ରା ପାଇଁ ସର୍ବାଧିକ ୭୮୦୦ ଟଙ୍କା। ୪୦ରୁ ୬୦ ମିନିଟ୍ ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୨୮୦୦ ଟଙ୍କା। ୪୦ରୁ ୬୦ ମିନିଟ୍ ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୧୧,୭୦୦ ଟଙ୍କା। ୬୦ରୁ ୯୦ ମିନିଟ୍‌ ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୩୩୦୦ ଟଙ୍କା। ୬୦ରୁ ୯୦ ମିନିଟ୍‌ ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୧୧, ୭୦୦ ଟଙ୍କା ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here