ରାଜ୍ଯରେ ଆଜି ୧ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ୩୦୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0
359

ଭୂବନେଶ୍ୱର,୩୦/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ଯରେ ଆଜି ୧ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତ ସଂଖ୍ୟା ।ଆଜି ୩୦୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬୮ ଜଣ ଓ ଅନ୍ୟ ୧୧୪୬ ଜଣ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡିଛି ।ଖୋର୍ଦ୍ଧାରୁ ସର୍ବାଧିକ ୬୮୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ରୁ ୩୩୭,ମୟୁରଭଞ୍ଜ ରୁ ୨୯୨,ଗଞ୍ଜାମ ରୁ ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ।ରାଜ୍ଯରେ ଏଯାବତ୍ ୧,୦୦,୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥି ମଧ୍ଯ ରେ ୭୦,୭୧୪ ଜଣ ସୁସ୍ଥ ଥିବା ବେଳେ ୨୯,୭୧୪ ଜଣ ସକ୍ରିୟ ଅଛନ୍ତି।ରାଜ୍ଯ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Covid-19 Report For 29th August

New Positives Cases: 3014
In quarantine: 1868
Local contacts: 1146

(Details of local contacts will be shared by concerned District Administration)

District Wise Cases

1. Angul: 25
2. Balasore: 138
3. Bargarh: 124
4. Bhadrak: 40
5. Balangir: 35
6. Cuttack: 337
7. Deogarh: 2
8. Dhenkanal: 49
9. Gajapati: 9
10. Ganjam: 216
11. Jagatsinghpur: 66
12. Jajpur: 38
13. Jharsuguda: 45
14. Kalahandi: 40
15. Kandhamal: 60
16. Kendrapada: 44
17. Keonjhar: 68
18. Khurda: 684
19. Koraput: 120
20. Malkangiri: 49
21. Mayurbhanj: 292
22. Nawarangpur: 38
23. Nayagarh: 29
24. Nuapada: 7
25. Puri: 118
26. Rayagada: 104
27. Sambalpur: 102
28. Sonepur: 44
29. Sundargarh: 91

New Recoveries: 2888
Cumulative Tested: 1731556
Positive: 100934
Recovered: 70714
Active Cases: 29685
#I&PR Dept Odisha

LEAVE A REPLY

Please enter your comment!
Please enter your name here