କେରଳରେ ଏୟାର ଇଣ୍ଡିଆ ବିମାନର ଦୁର୍ଘଟଣା ଗ୍ରସ୍ତ । ଦୁବାଇରୁ ୧୮୦ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା ବିମାନ । ରନ୍‌ୱେରେ ଦୁଇଫାଳ ହୋଇଗଲା

0
349

 

କେରଳରେ ଏୟାର ଇଣ୍ଡିଆ ବିମାନର କ୍ରାସ୍‌ ଲ୍ୟାଣ୍ଡିଂ । ଦୁବାଇରୁ ୧୮୦ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା ବିମାନ । ରନ୍‌ୱେରେ ଦୁଇଫାଳ ହୋଇଗଲା ଏୟାର ଇଣ୍ଡିଆ ବିମାନ ।ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବାକୁ NDRFକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ । ଟ୍ବିଟ୍‌ କରି ନିର୍ଦ୍ଦେଶ ଦେଲେ ଅମିତ ଶାହ । ଘଟଣାରେ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ଶାହା। ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ । ସନ୍ଧ୍ୟା ୭ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି AXB1344 ବିମାନ । ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ୨୪ଟି ଆମ୍ବୁଲାନ୍ସ ।ଆହତ ମାନଙ୍କୁ ହସ୍ପିଟାଲ ପଠାଗଲା । ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଲେ।

LEAVE A REPLY

Please enter your comment!
Please enter your name here