ୟୁନିଅନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା – ୨୦୧୯ ମସିହା ର ଫଳାଫଳ ପ୍ରକାଶିତ

0
367

 

ଭୂବନେଶ୍ୱର,୦୪/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ୟୁନିଅନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା – ୨୦୧୯ ମସିହା ର ଫଳାଫଳ ପ୍ରକାଶ ପାଇଛି । ଟପ୍‌ ୧୦ ଟି ସ୍ଥାନରେ ୨ ଜଣ ଓଡ଼ିଆ ଅଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ ଥିବା ବେଳେ ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର । ୭୧୫ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ଓମ୍‌ପ୍ରକାଶ ମହାନ୍ତି। ୟୁନିଅନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ଫଳାଫଳ ରେ ସର୍ବଭାରତୀୟ ସ୍ତର ରେ ପ୍ରଦୀପ ସିଂହ ଟପ୍ପର ହୋଇଛନ୍ତି । ମୋଟ୍‌ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି। ୟୁନିଅନ ପବ୍ଲିକ ସର୍ଭିସ ରେଜଲ୍ଟ ପ୍ରକାଶ । ଓଡ଼ିଶା ର ସଫଳତା ଲାଭ କରିଥିବା ଅନ୍ୟ ପ୍ରାର୍ଥୀମାନେ ହେଲେ
୧୦୭- ଅଂଶୁମାନ ରାଜ
୧୨୦- ଅନୁପ ଦାସ
୧୨୫- ନବଲ କୁମାର ଜୈନ
୧୯୦- ଶୈଳଜା ଦାସ
୨୦୨- ରାହୁଲ ମିଶ୍ର
୨୨୫-ହେମା ନାୟକ
୨୨୯- ଆରୁଷି ମିଶ୍ର
୨୯୧- ଆଶିଷ ଦାସ
୨୯୪- ଅଙ୍କିତ ଶଙ୍କର ମିଶ୍ର
୩୦୦- ସୋନାଲି ମିଶ୍ର
୩୧୨- ଦିବ୍ୟା ମିଶ୍ର
୩୬୧- ଅର୍ଘ୍ୟ ପଟ୍ଟନାୟକ
୩୭୯-ଜୁବିନ ମହାପାତ୍ର
୪୪୧- ସମୀର କୁମାର ଜେନା
୫୭୬- ମାନସ ରଞ୍ଜନ ସାହୁ
୭୧୨- ଶିବମ ମିଶ୍ର
୭୧୫- ଓମ୍‌ ପ୍ରସାଦ ମହାନ୍ତି
୮୧୯ତମ ସ୍ଥାନରେ ଅଛନ୍ତି ବିଭୂତି ଭୂଷଣ ନାୟକ

LEAVE A REPLY

Please enter your comment!
Please enter your name here