Tuesday, March 2, 2021

ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ରେ ଦୂର୍ନୀତି

ବ୍ରହ୍ମପୁର ,୩୦/୮/୧୯;ଜନସ୍ୱାସ୍ଥ୍ୟ ବିଭାଗ ର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟ ଥିବା ରେ ଜନସ୍ୱାସ୍ଥ୍ୟ ସେକ୍ସନ ଅଧିୀନ ରେ ସରକାରୀ ଟ୍ୟାଙ୍କର କୁ ଠିଆ କରାଇ ବେସରକାରୀ ଟ୍ୟାଙ୍କର ନିୟୋଜିତ କରି ପାଣି ଚୋରା ରେ ଦିନ ଦିପ୍ରହର ରେ ହୋଟେଲ, ହଷ୍ଟେଲ ଆପର୍ଟମେଣ୍ଟ ଗୁଡିକ ରେ ବିକ୍ରୀ କରାଯାଉଛି। ଅନ୍ୟ ପଟ...

ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଗଞ୍ଜାମ ପୋଲିସ। ୧୨ ଜଣ ଗିରଫ, ବହୁ ମାରଣାସ୍ତ୍ର ଜବତ

ଛତ୍ରପୁର, ୨୯/୮/୧୯;ଗଞାମ ପୋଲିସ କୁ ମିଳିଛି ବଡ ସଫଳତା। ଡକାୟତି ଉଦ୍ୟମ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ବଳିନୀ ରେ ସୁଚନା ଦେଇଛନ୍ତି, ଏସପି ବ୍ରିଜେଶ୍ ରାଏ। ଆସିକା ଥାନା ଅଂଚଳ ୬ ଜଣ ଏବଂ ବୁଗୁଡା ପୁଲିସ୍ ଥାନା ଅଞ୍ଚଳ ରୁ ୬ଜଣ, ଏପରି ମୋଟ ୧୨ ଜଣ ଲୁଟେରାଙ୍କୁ...

ଭିଜିଲାନ୍ସ ଜାଲ ରେ ସହକାରୀ ଶିକ୍ଷକ

ବ୍ରହ୍ମପୁର, ୨୯/୮/୧୯; ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ । ସହକାରୀ ଶିକ୍ଷକ ସଦାନନ୍ଦ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଗଉଞ୍ଜୁ ହାଇସ୍କୁଲର ଶିକ୍ଷକ ଅଛନ୍ତି ସଦାନନ୍ଦ । ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ଆଙ୍କୁଲି ଗୋବିନ୍ଦ...

ହାଇକୋର୍ଟ ର ସ୍ଥାୟୀ ବେଂଚ ଦାବୀ ରେ ରାସ୍ତା ରୋକ

ବ୍ରହ୍ମପୁର, ୨୯/୮/୧୯ ; ବ୍ରହ୍ମପୁର ରେ ହାଇକୋର୍ଟ ର ସ୍ଥାୟୀ ବେଂଚ୍ ଦାବୀ ରେ ଗଞ୍ଜାମ ଓକିଲ ସଂଘ ଙ୍କ କାର୍ଯ୍ୟ ବନ୍ଦ ଆଜି ୨ୟ ଦିନ ରେ ସଂଘ କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରିବା ପରେ,କମାପଲ୍ଲି ଛକ ଠାରେ ରାସ୍ତାରୋକ କରାଯାଇଥିଲା,ଯଦ୍ବାରା ଯାତାୟାତ ରେ କିଛି ସମୟ ପାଇଁ ବ୍ୟାଘାତ ଘଟିଥିଲା। ହାଇକୋର୍ଟ...

ଛତ୍ରପୁର ରେ ସ୍ବଚ୍ଛତା ଅଭିଯାନ

ଛତ୍ରପୁର,୨୯/୮/୧୯;ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧକ୍ଷତାରେ ସ୍ୱଚ୍ଛ ଛତ୍ରପୁର ଓ ସବୁଜ ଛତ୍ରପୁର ଗଠନ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ଜିନିଷ ପରିତ୍ୟାଗ କରିବା ଓ ବୃକ୍ଷରୋପଣକୁ ଆଦରିବା ପାଇଁ ଅନୁରୋଧ...

ଦିଗପହଣ୍ଡି ଥାନାରେ ନୂଆ ଥାନା ଅଧିକାରୀ ଯୋଗ ଦେଲେ

ଦିଗପହଣ୍ଡି,୨୮/୮/୧୯; ଦିଗପହଣ୍ଡି ଥାନାରେ ଆଜି ନୂତନ ଥାନା ଅଧିକାରୀ ରୁପେ ବସନ୍ତ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୁର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ ଙ୍କୁ ସମୁଦ୍ର ଉପକୂଳ ମେରାଇନ ଥାନା ଦାୟିତ୍ୱ ଦିଆଯାଇଛି । ଆଜି ଶ୍ରୀ ସେଠୀ ଦିଗପହଣ୍ଡି ଅଞ୍ଚଳର ସମସ୍ୟା ଓ...

I. R. E ରେ ସ୍କୁଲ ବ୍ୟାଗ ବଣ୍ଟନ ଓ ଚାରା ରୋପଣ

ଛତ୍ରପୁର,୨୮/୮/୧୯: ଆଇ.ଅାର.ଇ ସ୍ଥିତ ଓସକୋମ ହାଉସିଂ କଲୋନୀ ଠାରେ କାମଣା ପଚାଂୟତ, ତିକିରିଆ ବ୍ରହ୍ମପୁର, ତରେଇ ପାଟପୁର, ମାଟିଖାଲ,ଓ ଚଷାକମଣା ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି ଓସକୋମ ମୂଖ୍ଯ ସିଜିଏମ ଏ ଜେ ଦିନାର୍ଥାନାନ ଓ ତାଙ୍କ ସହଧର୍ମିଣୀ ଯୋଗ ଦେଇଥିଲେ। ପରେ ପରେ ଚାରା ରୋପଣ କରାଯାଇଥିଲା

ଓଜନ ଓ ମାପ ବିଭାଗ ତରଫରୁ ଚଢାଉ, ଜୋରିମାନା ଆଦାୟ

ବ୍ରହ୍ମପୁର, ୨୮/୮/୧୯;ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଙ୍କ ନିର୍ଦ୍ଦେଶ ରେ ଉପଖଣ୍ଡ ସ୍ତରୀୟ ମାପ ଓ ଓଜନ ବିଭାଗ ତରଫରୁ ବ୍ରହ୍ମପୁର ଦେଶୀ ବେହେରା ସାହି ରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଯାଂଚ୍ କରାଯାଇଛି। ଯାଂଚ୍ ସମୟ ରେ ଖାଇବା ତେଳ ର ଇମେଲ୍ ଠିକଣା ଓ ବିକ୍ରୀ ମୂଲ୍ଯ ନଥିବା ହେତୁ...

ସମ୍ବଲପୁର ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ

ସମ୍ବଲପୁର, ୨୮/୮/୧୯; ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି I ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଅଟେ I ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ...

ସୋମନାଥ ନଗର ରେ ଟ୍ରାଫିକ ସମସ୍ୟା

ବ୍ରହ୍ମପୁର , ୨୮/୯/୧୯;ସୋମନାଥ ନଗର ମୁଖ୍ୟ ରାସ୍ତା ରେ ଟ୍ରାଫିକ ସମସ୍ୟା ସାହି ମଝିରେ ବଡ ବଡ ଗୋଦାମ (ଟ୍ରାନ୍ସପୋର୍ଟ ) ବା ଲୋରୀ ଗୋଦାମ ରହିଥିବା ଯୋଗୁଁ ପ୍ରତେକ ସମୟରେ ରାସ୍ତା କଡରେ ବଡ ବଡ ଗାଡି ରହି ରାସ୍ତା ରେ ଯିବା ଆସିବା କରିବା ପାଇଁ ବହୁ ଅସୁବିଧା ହେଉଛି l...
error: Content is protected !!