Tuesday, March 2, 2021

କୂଅ ଖୋଲିବାର ୧୨ ବର୍ଷ ପରେ କୁଅରୁ ବାହାରୁଛି ଗରମ ପାଣି : ପରୀକ୍ଷା ଜରୁରୀ।

ପୋଲସରା,୨୮/୦୨/୨୦୨୧:ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୮ ନମ୍ବର ୱାର୍ଡ଼ ଦେବୀ ନଗର ଦ୍ଵିତୀୟ ଗଳିରେ ଥିବା ଗୋଟିଏ କୁଅରୁ ଗରମ ପାଣି ବାହାରିବା ଘଟଣା ପ୍ରଚାର ହେବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ବହୁ ଲୋକ ସେଠାରେ ଜମା ହେଉଥିବା ଦେଖିବାକୁ ମିଳିଛି। ପୋଲସରା ଏନଏସି ର ୧୮...

ଶିକ୍ଷକ ସୁରେଶ କୁମାର ବାରିକ ଙ୍କ ପିତୃ ବିୟୋଗ

ବ୍ରହ୍ମପୁର,୨୭.୦୨.୨୦୨୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡା ଗ୍ରାମ ର ତଥା ଷଣ୍ଢମୂଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୁରେଶ କୁମାର ବାରିକ ଙ୍କ ପିତା ସ୍ଵର୍ଗତ ବିଜୟ ବାରିକ ଙ୍କ(୬୪) ବର୍ଷ ବୟସରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍ ରେ ଗତକାଲି ଚିକିତ୍ସିତ...

ଅବକାରୀ ଚଢାଉ, ୨ ଅଟୋ, ୫୦ ପେଟି ନକଲି ମଦ ସହ ୫ ଗିିରଫ

ବ୍ରହ୍ମପୁର,୨୭/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷ ରୁ ବଡଧରଣ ଚଢ଼ାଉ ହୋଇଛି। ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରର ଏକ ଘରେ ଚାଲିଥିବା ନକଲି ମଦ ପ୍ରସ୍ତୁତ କାରଖାନାରେ ଚଢ଼ାଉ କରାଯାଇଛି। ପ୍ରାୟ ୩୦୦ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଓ ଲେବଲ ଜବତ କରାଯାଇଥିବା...

ଯାତ୍ରା କଳାକାରଙ୍କ ଅନଶନ ରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସାମିଲ

ବ୍ରହ୍ମପୁର,୨୭/୦୨/୨୦୨୧: ସାଂସ୍କୃତିକ କାର୍ଯ୍ୟକ୍ରମ କଟକଣା ମୁକ୍ତ ନେଇ ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ମହାସଂଘ ଦ୍ଵାରା ଭୁବନେଶ୍ଵର ଲୋୟର ପି.ଏମ୍.ଜି ରାସ୍ତା ପାର୍ଶ୍ବରେ ଆୟୋଜିତ କଳାକାର ଅନଶନରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଆଜି ସାମିଲ୍ ହୋଇ ସରକାରଙ୍କ କଳାକାର ମାରଣ ନୀତି ପ୍ରତି କ୍ଷୋଭ ପ୍ରକାଶ କରିଛି । ଯାତ୍ରା...

ସୁମଣ୍ଡଳ ଠାରେ ଦୁଇ ଦିନିଆ ସର୍ଟ ସର୍କଲ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍ ।

ବ୍ରହ୍ମପୁର, ୨୭/୦୨/୨୦୨୧:ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରବି ଘୋଷ ହାଇସ୍କୁଲ ଷ୍ଟାଡିୟମ ପରିସରରେ ଏକ ଭିନ୍ନ ଢଙ୍ଗର ଲକ୍ଷ୍ମୀ ନାରାୟଣ ସର୍ଟ ସର୍କଲ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଟି ମ୍ୟାଚ ୮ ଓଭର ବିଶିଷ୍ଟ ହୋଇଥିବା ବେଳେ ଖେଳ ସର୍ଟ...

ବିଶିଷ୍ଟ ଭଞ୍ଜ ଗବେଷକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ସମ୍ବର୍ଦ୍ଧିତ ।

ବୁଗୁଡ଼ା,୨୭/୦୨/୨୦୨୧: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ଖରିଡା ବରାହ୍ ଚନ୍ଦିନୀ ପୀଠରେ ଗଞ୍ଜାମ ଜିଲ୍ଲାର ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ପକ୍ଷରୁ ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ୯୬ତମ ସାହିତ୍ୟ ଆଲୋଚନା, କବିତା ଆସର ଓ ସମ୍ବର୍ଦ୍ଧନା ସଭା...

ମା ବନଦେବୀ ଙ୍କ ନଗର ପରିକ୍ରମା

ବ୍ରହ୍ମପୁର,୨୭/୦୨/୨୦୨୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ପ୍ରତେକ୍ଷ ଦେବୀ ମା ବନଦେବୀ ଙ୍କ ପ୍ରତି ବର୍ଷ ଭଳି ଆଜି ମଧ୍ଯ ମାଘପଞ୍ଚମୀ ରେ ପରିକ୍ରମା କରାଯାଇଛି । କୋଭିଡ୍ କଟକଣାକୁ ଆଖି ଆଗରେ ରଖି ୪୦ ରୁ ୫୦ ଲୋକଙ୍କ ସହ ଘଣ୍ଟ ମୃଦଙ୍ଗ ରେ ମା ଙ୍କୁ ସହରର ପ୍ରତ୍ୟେକ ସାହି ରେ...

ବେଗୁନିଆପଡା ସମ୍ବାଦ ସହିତ୍ୟଘରର ବସନ୍ତ ଆସର

  ବ୍ରହ୍ମପୁର, ୨୭/୦୨/୨୦୨୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା 'ସମ୍ବାଦ ସାହିତ୍ୟଘର' ର ବସନ୍ତ ଆସର ପବିତ୍ର ମାଘ ପୂର୍ଣ୍ଣିମା ଦିନ ବେଗୁନିଆପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଉପସଭାପତି ଶୁଭକାନ୍ତ ଗୌଡ଼ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପାଦକ ରବୀନ୍ଦ୍ରନାଥ ମହାରଣା ବିବରଣୀ ପାଠ କରିବା ସହ ଦେବେନ୍ଦ୍ର କୁମାର...

ଚାଙ୍ଗୁଡିଦେଇ ପାହାଡ଼ ଅଧିଷ୍ଠିତ ଶ୍ରୀ ଶ୍ରୀ ଶ୍ରୀ ବୀର ହନୁମାନ ଗୁମ୍ଫାରେ ୧୦୮ ଭାଗବତ ମିଳନ ସହ ମାଘ...

ବ୍ରହ୍ମପୁର,୨୭/୦୨/୨୦୨୧: ସାନଖେମୁଣ୍ଡି ବ୍ଲକ ଅଧିନ ମୌଲାଭଂଜା ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ନିକଟ ମଥୁରା ଗ୍ରାମସ୍ଥ ଚଙ୍ଗୁଡିଦେଇ ପର୍ବତ ପାଦଦେଶରେ ବିଜେ ଶ୍ରୀ ଶ୍ରୀ ଶ୍ରୀ ବୀର ହନୁମାନ ଗୁମ୍ଫା ସିଦ୍ଧ ପୀଠରେ ପାରମ୍ପରିକ ରୀତିରେ ମାଘ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଟିତ ହୋଇଅଛି । ମାଘ ଶୁକ୍ଳ ତ୍ରୟୋଦଶୀ ତିଥି ଗୁରୁବାର ଠାରୁ ତିନି ଦିନ...

ସଡକ ଦୁର୍ଘଟଣାରେ ସାମ୍ୱାଦିକ ଙ୍କ ମୃତ୍ୟୁ

ଭୂବନେଶ୍ୱର,୨୭/୦୨/୨୦୨୧: "ସକାଳ" ଖବରକାଗଜରେ କାର୍ଯ୍ୟରତ ବରିଷ୍ଠ ସହସମ୍ପାଦକ ବ୍ରଜକିଶୋର ପରିଡା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସବୁଦିନ ପରି ସେ ଅଫିସ କାମ ସାରି କଟକ ସ୍ଥିତ ଚାଉଳିଆଗଞ୍ଜ ବାସ ଭବନ କୁ ଯାଉଥିଲେ।ମାତ୍ର ହଂସପାଳ ଛକରେ...
error: Content is protected !!