Tuesday, March 2, 2021

ବିଧାୟକଙ୍କ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ସଭା ।

ବୁଗୁଡା, ୨୮/୦୨/୨୦୨୧: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୩ ନଂ ୱାର୍ଡ କାଦପଡ଼ାରେ ଫେବୃୟାରୀ ୨୮ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭୂମି ପୂଜା କରିବା ସହ ୱାର୍ଡ଼ର ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା...

ଘୁମୁସର ବୈଦ୍ଯ ସଂଘ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ ପାଳିତ

ଭଞ୍ଜନଗର, ୨୮/୦୨/୨୦୨୧: ସାରା ବିଶ୍ଵ କରୋନା ସଙ୍କଟ ମଧ୍ୟରେ ସଂଘର୍ଷ କରୁଛି । ଆୟର୍ବେଦ ବର୍ଣ୍ଣିତ ଦିନଚର୍ଯ୍ୟା ପ୍ରକରଣ, ଆହାର, ସ୍ନାନ, ସଂଗରୋଧ ଏବଂ ରୋଗ ପ୍ରତିରୋଧକ ଶକ୍ତି ନିୟମ ପାଳନ କଲେ କରୋନା ସ୍ପର୍ଶ କରି ପାରିବ ନାହିଁ । କରୋନା ଦୁଃସାଧ୍ୟ ରୋଗ ନୁହେଁ । ଆମ ପରିବର୍ତ୍ତିତ ଖାଦ୍ୟପେୟ ଅଭ୍ୟାସ...

ଆଦିଶକ୍ତି ମା ତାରାତାରିଣୀ ନାମରେ ପ୍ରସ୍ତୁତ ପୁସ୍ତକ ର ତୃତୀୟ ସଂସ୍କରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର,୨୮/୦୨/୨୦୨୧ : ତାରାତାରିଣୀ ଅନ୍ ଲାଇନ ତରଫରୁ ଆଜି ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠରେ ସମ୍ବର୍ଦ୍ଧନା ସମାରୋହ ସହ ଆଦିଶକ୍ତି ମା ତାରାତାରିଣୀ ନାମରେ ପ୍ରସ୍ତୁତ ପୁସ୍ତକ ର ତୃତୀୟ ସଂସ୍କରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ସମ୍ମାନୀତ...

ଜୟ ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର,୨୮/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଓଡିଶା ମୋ ପରିବାର ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଗୋଶାଣୀନୂଆଗାଁ ସ୍ଥିତ କେସି ହାଇ ସ୍କୁଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିଲା ଯାହାଫଳରେ ରୋଗୀମାନେ ରକ୍ତ ଅଭାବରୁ ମୃତୁ...

ଗାୟତ୍ରୀ ମନ୍ଦିର ଓ ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

  ବ୍ରହ୍ମପୁର,୨୮/୦୨/୨୦୨୧ : ଆଜି ଅପରାହ୍ନରେ କବିସୂର୍ଯ୍ୟନଗର ଗାୟତ୍ରୀ ମନ୍ଦିର ପରିସରରେ ଥିବା ମଣ୍ଡପ ରେ ମହାକାଳେଶ୍ଵର ଶିବ ମନ୍ଦିର ଓ ଗାୟତ୍ରୀ ଶକ୍ତିପୀଠ ର ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ର ମୁଖ୍ୟ ତ୍ରିନାଥ ସେଠୀ ଙ୍କ ଉପସ୍ଥିତ ରେ କବିସୂର୍ଯ୍ୟନଗର...

ବୁଗୁଡା ଏନ.ଏ.ସି. ର ତିନି ମାଙ୍କଡ଼

ବୁଗୁଡା,୨୮/୦୨/୨୦୨୧: ଆମେ ସମସ୍ତେ ଜାଣିଛନ୍ତି ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ ବିଷୟ। ଆଖିକୁ ହାତରେ ବନ୍ଦ କରିବା ଅର୍ଥ ଖରାପ କାର୍ଯ୍ୟ ଦେଖିବା ନାହିଁ। ପାଟିକୁ ହାତରେ ବନ୍ଦ କରିବା ଅର୍ଥ ଖରାପ କଥା କହିବି ନାହିଁ। କାନକୁ ହାତ ଦେଇ ବନ୍ଦ କରିବା ଅର୍ଥ ଖରାପ କଥା ଶୁଣିବା ନାହିଁ। ଏହାକୁ ଆଦର୍ଶ...

ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ ରୁ ଦ୍ରୁତଗାମୀ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ଓ ସାଧାରଣ ଭଡ଼ା ଲାଗୁ କରାଯାଇ...

ବ୍ରହ୍ମପୁର,୨୮/୦୨/୨୦୨୧: ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା ମହାମାରୀ ସଂକ୍ରମଣ ପ୍ରାୟତଃ ପ୍ରଶମିତ ହେବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ରେଳ ବିଭାଗ କେତେକ ଟ୍ରେନ୍ ଚଳାଚଳ କରିଛନ୍ତି ଏଥିରେ ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ କୁ ଦ୍ରୁତଗାମୀ ରୂପେ ଚଳାଚଳ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବାରୁ ସାଧାରଣ...

ଆମ୍ରି ହସ୍ପିଟାଲ ତରଫରୁ “ସୁସ୍ଥ ବ୍ରହ୍ମପୁର” ପଦଯାତ୍ରା ୮୦୦ ରୁ ଅଧିକ ଲୋକ ପଦଯାତ୍ରା ରେ ଯୋଗ ଦେଲେ

  ଭୁବନେଶ୍ଵର/ବ୍ରହ୍ମପୁର,୨୮/୦୨/୨୦୨୧: ଆମ୍ରି ହସ୍ପିଟାଲସ ଭୁବନେଶ୍ଵର ଦ୍ଵାରା ଏକ "ସୁସ୍ଥ ବ୍ରହ୍ମପୁର" କାର୍ଯ୍ୟକ୍ରମ ଗତ ଦୁଇଦିନ ଧରି ଚାଲୁରହିଥିଲା I ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସମାଜିକ ଅନୁଷ୍ଠାନ, କ୍ଲବ, ଶିକ୍ଷାନୁଷ୍ଠାନରେ ମସ୍ଥ୍ୟ ଶିବିର ମାନ ଆୟୋଜନ କରାଯାଇଥିଲା I ଏହି "ସୁସ୍ଥ ବ୍ରହ୍ମପୁର" କାର୍ଯ୍ୟକ୍ରମରେ ଆମ୍ରି ହସ୍ପିଟାଲସ ତରଫରୁ ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା,...

ସ୍ୱାସ୍ଥ୍ୟ ସଚେତନତା ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ସହ ଟିମ କ୍ଲିନ ସିଟିର ସାପ୍ତାହିକ ସାମାଜିକ ସେବା ଜାରି।

ବ୍ରହ୍ମପୁର,୨୮/୦୨/୨୧: ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି(TCC) ପକ୍ଷରୁ ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ ଜାରି ରହିଛି। ଆଜି ଟିମ ପକ୍ଷରୁ ସଦସ୍ୟ ମାନେ ଭୁବନେଶ୍ୱର ସ୍ଥିତ 'ଆମରି' ହସ୍ପିଟାଲ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ । ସ୍ଥାନୀୟ କମାପଲ୍ଲି ଛକରୁ ଶୋଭାଯାତ୍ରାରେ ବାହାରି...

“Sustha Brahmapur” Walkathon by AMRI Hospitals.800 people joined in the Walkathon

  Bhubaneswar, February 28, 2021: AMRI Hospitals Ltd is the premier private healthcare provider of Eastern India, with three super speciality hospitals at Dhakuria, Mukundapur, Salt Lake & a day-care centre in Southern Avenue in Kolkata and our super speciality...
error: Content is protected !!