Tuesday, March 2, 2021
Home ବ୍ରହ୍ମପୁର ସ୍ପେଶାଳ

ବ୍ରହ୍ମପୁର ସ୍ପେଶାଳ

ବୁଦ୍ଧଖୋଲ ଇକୋପାର୍କ କୁ ମାନ୍ୟବର ଜଙ୍ଗଲ ଓ ପରିବେଶ ସଂସଦୀୟ ଵ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ...

ବୁଗୁଡ଼ା, ୧୧/୦୧/୨୦୨୦-(ଟୁକୁନା ପ୍ରଧାନ)- : ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ଇକୋପାର୍କ କୁ ମାନ୍ୟବର ଜଙ୍ଗଲ ଓ ପରିବେଶ ସଂସଦୀୟ ଵ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଭିତ୍ତିପ୍ରସ୍ତର ସ୍ଥାପନ କରି ବୁଦ୍ଧଖୋଲ ମହୋତ୍ସବ ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।...

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶଦାତା କମିଟି ବୈଠକ

  ଛତ୍ରପୁର,୨୨/୧୨/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଂକ୍ରମଣ ଯୋଗୁଁ ଫେରିଥିବା ପ୍ରବାସୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବ୍ୟାଙ୍କ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଜିଲ୍ଲାବାସୀ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସୁଯୋଗ ଖୋଜୁଛନ୍ତି । ଅନେକ ଲୋକ ଅଛନ୍ତି ସେମାନେ ସରକାରଙ୍କ ବିଭିନ୍ନଯୋଜନା ସମ୍ପର୍କରେ ଏବେ ମଧ୍ୟ ଜାଣନ୍ତି ନାହିଁ । ସେମାନଙ୍କୁ ସଚେତନ କରି ସମନ୍ବୟ...

ପଞ୍ଚଦିବସୀୟ କୁରାଳ ମହୋତ୍ସବ ଉଦଯାପିତ।

ଭଦ୍ରକ,୨୫/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଭଦ୍ରକ ଜିଲାର କ୍ଷେତ୍ରବାସୀସାହି ଚୁନିଦାଠାରେ ପଞ୍ଚଦିବସୀୟ ୬୪ତମ କୁରାଳ ମହୋତ୍ସବ ଇତିମଧ୍ୟରେ ଉଦଯାପିତ ହୋଇଯାଇଅଛି।ଏହି ଅବସରରେ ବିଭିନ୍ନ ଦିବସ ମାନଙ୍କରେ କୋଭିଡ ନିୟମ ଅନୁଯାୟୀ ସଭାକାର୍ୟ,ସମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥିବାର ଦେଖିବାକୁ ମିଳିଛି।ଏହି ଅବସରରେ ଶ୍ରୀଯୁକ୍ତ ଅଭିରାମ ବେହେରାଙ୍କ ସଭାପତିତ୍ୱ ତଥା କାହ୍ନୁଚରଣ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ...

କରୋନା ସଚେତନତାର ଅଷ୍ଟଦଶଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ

  ଯାଜପୁର,୧୭/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ସମଗ୍ର ବିଶ୍ଵରୁ ମହାମାରୀ କରୋନାର କରାଳ କବଳରୁ ରକ୍ଷା ପାଇବାପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ନିରସ୍ତ୍ର ସୈନିକ ଭାବେ ଲଢ଼ୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ...

ରାଣୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ l

  ଗଞ୍ଜାମ, ୨୨/୦୧/୨୦୨୦(ଟୁକୁନା ପ୍ରଧାନ) :- ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ଅନ୍ତର୍ଗତ ରାଣୀପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଂଚଳିକ ସାଧନା କେନ୍ଦ୍ର ସଂଯୋଜକ...

ରାସ୍ତାପାର୍ଶ୍ଵରେ ପଡ଼ିଥିବା ବୃଦ୍ଧାଙ୍କୁ ମେଡିକାଲ ନେଲେ ବିଜେଡ଼ି ସଭାପତି

  ବୁଗୁଡା, ୨୫/୦୭/୨୦୨୦: ମାଆ, ଦଶମାସ ଗର୍ଭରେ ଧରି ନିଜର ରକ୍ତ ଦେଇ ପୁଅ ଝିଅକୁ ବଢ଼ାଇ ବଡ କରିଥିବା ବେଳେ ପରିଣତ ବୟସରେ ଅଲୋଡ଼ା ହେଇଯାଉଛି ସେହି ମାଆ। କେତେ ବେଳେ ଭୋକ ଉପାସରେ ଆଶ୍ରୟ ନେଉଛି କାହା ବାରଣ୍ଡାରେ ତ କେତେ ବେଳେ ରାସ୍ତାପାର୍ଶ୍ୱରେ ପଡିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହିପରି ଏକ...

ରଙ୍ଗେଇଲୁଣ୍ଡା ବ୍ଳକ ରେ ମୂଖ୍ଯମନ୍ତ୍ରୀ ଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ୍ -୧୯ ଆଲୋଚନା

  ବ୍ରହ୍ମପୁର,୧୦/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ରଙ୍ଗେଈଲୁଣ୍ଡା ବ୍ଲକ ସଭା ଗୃହ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୁଷଣ, କନିସି ତହସିଲଦାର, ରଙ୍ଗେଈଲୁଣ୍ଡା ବ୍ଲକ ମେଡିକାଲ ଅଫିସର, ସିଡିପିଓ, ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ବ୍ଲକ ପ୍ରଶାସନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି...

ଶ୍ରମଜୀବିଙ୍କ ଅଧିକାର ହଡପ ନୀତି ବିରୋଧରେ ୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦରେ ଆଦିବାସୀ ଭାରତ ମହାସଭା ଭାଗନେବ

  ଭଞ୍ଜନଗର,୨୭/୦୬/୨୦୨୦(ବ୍ୟୁରୋ ରିପୋର୍ଟ)ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କୃଷକ ମାରଣନୀତି ବିରୁଦ୍ଧରେ ୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ ଆହ୍ବାନ ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା(ଏ.ବି.ଏମ୍) ରାସ୍ତାକୁ ଓହ୍ଳାଇବ ।ପ୍ରତ୍ୟେକ ଅଞ୍ଚଳର ଆଦିବାସୀ ସଭାପତିଙ୍କ ସହ...

ବର୍ଦ୍ଧିତ ଘର ଟିକସ ବାତିଲ କର : ଅବନୀ ଗୟା

ବ୍ରହ୍ମପୁର,୦୬/୦୯/୨୦୨୦(ବ୍ୟୁରୋ ରିପୋର୍ଟ) 'କରୋନା ସଂକ୍ରମଣର ଆଳରେ ସମସ୍ତେ ଘରେ ରୁହନ୍ତୁ" କଥାଟିକୁ ଖୁବ ଜୋରସୋରରେ ପ୍ରଚାର ପ୍ରସାରକରି ସରକାର ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଶିଳ୍ପ ଗୁଡିକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା, ରୋଜଗାର ଛଡାଇ ଛଟେଇ କରିବା,କୃଷକ ଶ୍ରମିକ କ୍ଷୁଦ୍ର ବ୍ୟବସାୟୀଙ୍କ ବିରୁଦ୍ଧରେ ଅଧ୍ୟାଦେଶ ଆଣି ଆଇନରେ ସଂଶୋଧନ କରିବାଭଳି ଅନେକ ଜନବିରୋଧୀ ପଦକ୍ଷେପ ନେବାସହ...

ୟୁନାଇଟେଡ ନ୍ୟାସନ ଦ୍ୱାରା ପରିଚାଳିତ ଜିପିଏଚଏମ ପକ୍ଷରୁ ଡା. ଭବାନୀ ଶଙ୍କର ଦାଶ ଙ୍କୁ ଶାନ୍ତିଦୂତ ସମ୍ମାନରେ ସମ୍ମାନୀତ

  ବ୍ରହ୍ମପୁର, ୧୬/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ୟୁନାଇଟେଡ ନ୍ୟାସନ ଦ୍ୱାରା ପରିଚାଳିତ ଗ୍ଲୋବାଲ ପିସ ଫର ହ୍ୟୁମାନ ରାଇଟସ ନାମକ ଏକ ସଂସ୍ଥା ଓଡିଶାର ବରିଷ୍ଠ ସମାଜସେବୀ ଡା. ଭବାନୀ ଶଙ୍କର ଦାଶଙ୍କୁ ଶାନ୍ତି ଦୂତ ସମ୍ମାନ ପ୍ରଦାନ କରାଯାଇଛି । ତେବେ ଡା. ଦାଶ ଜଣେ ଡାକ୍ତର ଭାବରେ ଗ୍ରାମୀଣ ଲୋକମାନଙ୍କୁ ସେବା ଯୋଗାଇବା ସହ...
error: Content is protected !!