Tuesday, March 2, 2021
Home ବ୍ରହ୍ମପୁର ସ୍ପେଶାଳ

ବ୍ରହ୍ମପୁର ସ୍ପେଶାଳ

ଭାରତରେ ଚଳିତ ବର୍ଷ ଆରମ୍ଭ ହେବ ହ୍ୱାଟ୍ସଆପ ୟୁପିଆଇ ପେମେଣ୍ଟ

ଯଦି ଆପଣ ହ୍ୱାଟ୍ସଆପରେ ପେମେଣ୍ଟ ସେବା ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ହ୍ୱାଟ୍ସଆପରେ ପେମେଣ୍ଟ ସର୍ଭିସ୍ ଏବେ ଆରମ୍ଭ ହେବାକୁ ଯାଉଛି । ହ୍ୱାଟ୍ସଆପର ଗ୍ଲୋବାଲ ହେଡ ବିଲ କୈଥକାର୍ଟ ଏକ ଇଭେଣ୍ଟ ରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି...

ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଲେ ଫୋକ୍ସୋ କୋର୍ଟ । ଦୋଷୀ ଅନାମ ଦେହୁରୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଘଟିଥିଲା ଦୁଷ୍କର୍ମ, ହତ୍ୟା । ୧୨ ବର୍ଷର ନାବାଳିକା ବାପାଙ୍କ...

ଆଂଚଳିକ ବିକାଶ ପରିଷଦ ତରଫରୁ ଦିପାବଳୀ ଉପଲକ୍ଷେ ସଚେତନ ପଦଯାତ୍ରା

ବ୍ରହ୍ମପୁର,୨୫/୧୧-- ଆଜି ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଦିପାବଳୀ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା କୁକୁଡ଼ାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ଦିପାବଳୀରେ ବିଭିନ୍ନ ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ଫୁଟାଇବା ଦ୍ବାରା ପକ୍ଷୀ ଓ ପଶୁ ମାନଙ୍କ ଜିବନ ଅକାଳରେ ଯାଉଛି । ସେମାନେ ନ କହି...

ଡାକ୍ତର ଓ ସ୍ବାସ୍ଥ୍ଯ କର୍ମୀମାନଙ୍କ ପାଇଁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ...

ଭୁବନେଶ୍ବର, ୨୫/୦୩/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ମୁକାବିଲା ନେଇ ବୁଧବାର ଏକ ବଡ଼ ଘେ‌ାଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ନେଇ ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ଥିବା ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ଘୋଷଣା କରିଛନ୍ତି। ସେମାନଙ୍କୁ ଏପ୍ରିଲ,...

ଅମାନିଆ ଙ୍କୁ ସାବାଡ଼ କରୁଛି କେ ନୂଆଗାଁ ପୋଲିସ

  ଚିକିଟି,୧୮/୦୪/୨୦୨୦(ତ୍ରିପତି ସାହୁ)କରୋନା ମୁକାବିଲା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଡ଼ାଉନ ଓ ସଟଡ଼ାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବା କୁ ବାଦ ଦେଇ ଅନ୍ୟ ସମୟରେ ଗାଡି ମୋଟର ଚଳା ଚୋଳ ଉପରେ ରୋକ ଲଗାଯାଇଛି।ଏଥିନିମନ୍ତେ ଏହାକୁ ରୋକିବା ପାଇଁ ଦିନ ରାତି ଏକ କରି କେ ନୂଆଗାଁ ପୋଲିସ ସାଧାରଣ...

କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ...

  ନୟାଗଡ଼,୨୬/୦୪/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ...

ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପକ୍ଷରୁ ବ୍ଲକ ସଙ୍ଗରୋଧ୍ କେନ୍ଦ୍ରରେ ଥିବା ସମସ୍ତ ମହିଳା ଓ ଶିଶୁ...

  ବ୍ରହ୍ମପୁର,୧୫/୦୫/୨୦୨୦:କରୋନା ସଂକ୍ରମଣ ଜନିତ ବିଷମ ସ୍ଥିତିରେ ବହୁ ପ୍ରବାସୀ ଫେରନ୍ତା ଦେଶର ପ୍ରମୁଖ ହଟ୍ ସ୍ପଟ୍ ଅଞ୍ଚଳରୁ ଆସି ସରକାରୀ ସାଙ୍ଗରୋଧ ବ୍ୟବସ୍ଥାରେ ଅଛନ୍ତି ।ସରକାରଙ୍କ ତରଫରୁ ସେମାନଙ୍କୁ ଏକାନ୍ତ ବାସ ପ୍ରକ୍ରିୟାରେ ତିନି ସପ୍ତାହ ଧରି ବି ପରୀକ୍ଷା ନିରୀକ୍ଷା ପରେ କରୋନାସଂକ୍ରମଣ ଟେଷ୍ଟ କରାଯାଇ ସଂଗରୋଧରୁ ଫେରିବା ବ୍ୟବସ୍ଥା ରହିଅଛି ।...

ଛତ୍ରପୁର ଏସ୍ ଡି ପି ଓ ଓ ଛତ୍ରପୁର ଥାନା ଅଧିକାରୀ କରୋନା ପଜିଟିଭ୍ , ଟୁଇଟର ଯୋଗେ...

  ଛତ୍ରପୁର,୧୩/୦୬/୨୦୨୦(ବ୍ୟୁରୋ ରିପୋର୍ଟ): ଗଞ୍ଜାମ ସ୍ଥିତ ଛତ୍ରପୁର ରେ ଏସଡ଼ିପିଓ ଏବଂ ଆଇଆଇସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଏହାସହ ଦୁହିଁଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏସପି । ଦୁହିଁଙ୍କ କରୋନା ବିରୋଧ ଲଢ଼େଇ ଅନ୍ୟକୁ ପ୍ରେରଣା ଯୋଗାଇବ ବୋଲି ସେ...

ଉପଜିଲ୍ଲାପାଳଙ୍କ ଦ୍ଵାରା ବୁଗୁଡା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ମାନୁୟୁଆଲ ଟେଷ୍ଟ

  ବୁଗୁଡା,୨୪/୦୬/୨୦୨୦ : ବୁଗୁଡା ସହରର ବୁଦ୍ଧାଖୋଲ ରୋଡ଼ ପାର୍ଶ୍ଵରେ ନୂତନ ଭାବେ ନିର୍ମିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ମାନୁୟୁଆଲ ଟେଷ୍ଟ ମଙ୍ଗଳବାର ଦିନ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଖୁବ ଶୀଘ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି। ଏହି...

ଘୁମୁସର କଂଗ୍ରେସର ଭୀଷ୍ମ ପିତାମହ ନୃସିଂହ ରଥଙ୍କ ଇହଲୀଳା ସମ୍ବରଣ । କଂଗ୍ରେସ ଅନୁଗାମୀ ମହଲରେ ଶୋକର ଛାୟା...

  ବ୍ରହ୍ମପୁର, ୧୨/୦୮/୨୦୨୦: ଏକଦା ଘୁମୁସରକୁ କଂଗ୍ରେସର ଅଭେଦ୍ୟ ଦୁର୍ଗ ଭାବରେ ପ୍ରତିପାଦିତ କରିଥିବା ବରେଣ୍ୟ କଂଗ୍ରେସ ବ୍ୟକ୍ତିତ୍ଵ ସ୍ବର୍ଗତ ସୋମନାଥ ରଥଙ୍କ ସୁଯୋଗ୍ୟ ଦାୟାଦ ବିଶିଷ୍ଟ ଓକିଲ ,ସମାଜ ସଂଗଠକ ,ଧୂରିଣ ଜନନେତା , ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ , ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ,ଭଞ୍ଜନଗର ବ୍ଲକ କଂଗ୍ରେସ ସଭାପତି...
error: Content is protected !!