Tuesday, March 2, 2021
Home ବ୍ରହ୍ମପୁର ସ୍ପେଶାଳ

ବ୍ରହ୍ମପୁର ସ୍ପେଶାଳ

“ଗୀତା ଆବୃତି ପ୍ରତିଯୋଗିତା

ବ୍ରହ୍ମପୁର,୦୧/୦୩/୨୦୨୧:ପବିତ୍ର ଗୀତା, ବେଦ ଓ ଉପନୀଷଦର ବାଣୀର ପ୍ରଚାର ଓ ପ୍ରସାର ପାଇଁ ସଂକଳ୍ପ ନେଇଥିବା ଚିନ୍ମୟ ମିସନ ର ଗୋବିନ୍ଦ ବିହାର ସ୍ଥିତ ଚିନ୍ମୟ ମିସନ୍ ନଗର କେନ୍ଦ୍ର ଶାଖାରେ ଗତକାଲି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଏକ ଗୀତା ଆବୃତି ପ୍ରତିଯୋଗିତା ମିସନ ମୁଖ୍ୟ ସ୍ବାମି ସଦାଶିବାନନ୍ଦଜୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ...

ପୋଖରୀ ହୁଡାରେ ଖେଳୁ ଖେଳୁ ପାଣି ଭିତରେ ବୁଡିଗଲା ୪ ବର୍ଷର ଶିଶୁପୁତ୍ର, ଦିନକ ପରେ ମୃତ ଶରୀର...

ବ୍ରହ୍ମପୁର,୦୧/୦୩/୨୦୨୧: -:ପୋଖରୀ ହୁଡା ରେ ଖେଳୁଥିବା ବେଳେ ହଠାତ୍ ପାଣି ଭିତରକୁ ପଶିଗଲା ୪ ବର୍ଷର ଶିଶୁପୁତ୍ର। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆମ୍ବିଳାପଲ୍ଲୀ ଗ୍ରାମରେ ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସୂଚନା ମୁତାବକ ଗତ କାଲି ଅପରାହ୍ନରେ ମୃତ ଶିଶୁ ଭୋଳାନାଥ ଗାଁ ପୋଖରୀ ହୁଡା...

ଉଦଘାଟିତ ହେଲା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା

ବ୍ରହ୍ମପୁର, ୦୧/୦୩/୨୦୨୧:ବ୍ରହ୍ମପୁରରେ ଆରମ୍ଭ ହେଲା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା । ସହରର ସିଟି ହାଇସ୍କୁଲ ପଡିଆ ଠାରେ ମେଳାର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଵ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ହର୍ବାଲ ମେଳାର ଅଧ୍ୟକ୍ଷ ତଥା ଜିଲ୍ଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଆୟୁର୍ବେଦ ଡାକ୍ତର ସାଗର...

ଜଉଗଡ଼ ମହୋତ୍ସବ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟିତ

ବ୍ରହ୍ମପୁର,୦୧/୦୩/୨୦୨୧: ପୁରୁଷୋତ୍ତମପୁର ଏନ୍ ଏ ସି ଅନ୍ତର୍ଗତ ପାଣ୍ଡିଆ ସ୍ଥିତ ଜଉଗଡ଼ ଠାରେ ଅନୁଷ୍ଠିତ ଜଉଗଡ଼ ମହୋତ୍ସବକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ପ୍ରାଚୀନ ରୁଷିକୂଲ୍ୟା ନିକଟରେ ଥିବା ଏଭଳି ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସ୍ଥଳକୁ ପର୍ଯ୍ୟଟନ ଓ ସାଂସ୍କୃତିକ କ୍ଷେତ୍ରରେ...

ବୁଗୁଡ଼ାରେ ତୃତୀୟ ପର୍ଯାୟରେ ୧୭୧ ଜଣଙ୍କୁ କୋଭିଡ ଟୀକା

ବୁଗୁଡା,୦୧/୦୩/୨୦୨୧: ବୁଗୁଡା ବ୍ଲକର ବରିଷ୍ଠ ନାଗରିକମାନଙ୍କୁ ମାର୍ଚ୍ଚ ୦୧ ତାରିଖ ଠାରୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୃତୀୟ ପର୍ଯାୟ କୋଭିଡ ଟୀକା ଦେବା ଆରମ୍ଭ ହୋଇଛି। ବୁଗୁଡା ବ୍ଲକ ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ...

ମଣ୍ଡିରେ ଧାନ ସଂଗ୍ରହ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବୁଗୁଡା,୦୧/୦୩/୨୦୨୧: ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲର ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ତୁରନ୍ତ ମଣ୍ଡିରେ ଧାନ କିଣିବା ପାଇଁ ବୁଗୁଡା ତହସିଲଦାରଙ୍କୁ ମାର୍ଚ୍ଚ ୦୧ ତାରିଖ ଦିନ ଦାବିପତ୍ର ପ୍ରଦାନ କରିଛନ୍ତି । ଉତ୍ପାଦିତ ଧାନକୁ ଏଯାବତ ପ୍ରଶାସନ ଚାଷୀଙ୍କ ଠାରୁ କ୍ରୟ କରିବାରେ ବିଳମ୍ବ ଯୋଗୁଁ ଚାଷିମାନେ ଆଜି ଏକତ୍ରିତ ହୋଇ ତହସିଲଦାରଙ୍କୁ...

ଭିନ୍ନକ୍ଷମଙ୍କୁ ମିଳିଲା ବ୍ୟାଟେରୀ ଚଳିତ ତିନି ଚକିଆ ସାଇକେଲ ।

ପୋଲସରା, ୦୧/୦୩/୨୦୨୧:ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଶଙ୍କର୍ଷଣ ସାହୁଙ୍କୁ ମାର୍ଚ୍ଚ ୦୧ ତାରିଖ ଦିନ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ସ୍ୱାବାଲମ୍ବୀ ପାଇଁ...

ଜମିର କିଣାବିକା ନେଇ ସରକାରୀ ଦର ଧାର୍ଯ୍ୟ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ

ଛତ୍ରପୁର,୦୧/୦୩/୨୦୨୧: ଜମିର କିଣାବିକା ନେଇ ସରକାରୀ ଦର ଧାର୍ଯ୍ୟ ସକାଶେ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ବର୍ଷକୁ ଥରେ ଆଗତ ହେଉଥିବା ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅବଗତ କରାଇଥିଲେଯେ, ମଧ୍ୟବିତ୍ତ ପରିବାର ଯେପରି ଜମି...

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବୁଢ଼ାଆମ୍ବ ଟିମ୍ ଚମ୍ପିୟାନ

ପୋଲସରା, ୦୧/୦୩/୨୦୨୧: ପୋଲସରା ବ୍ଲକ ଅନ୍ତର୍ଗତ ମନଶିଳା ଗ୍ରାମ ଠାକୁରାଣୀ ପଡ଼ିଆରେ ଚାଲିଥିବା ତୀର୍ଥବାସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୦୧ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବୁଢ଼ାଆମ୍ବ ଟିମ୍ ଓ ଘୋଡାପଲାଣ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଢ଼ାଆମ୍ବ ଟିମ୍ ବିଜୟୀ ହୋଇଥିଲେ। ଉଦଯାପନୀ ଉତ୍ସବରେ ପୋଲସରା ବିଧାୟକ...

ବିଧାୟକ ଉଦଘାଟନ କଲେ ବଜରଙ୍ଗୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବୁଗୁଡା,୦୧/୦୩/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ନୂଆଁ ପାଣିକେଶ୍ୱର ଗ୍ରାମରେ ଅନୁଷ୍ଠିତ ବଜରଙ୍ଗୀ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମାର୍ଚ୍ଚ ୦୧ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଭାଗବାନପୁର ସରପଞ୍ଚଙ୍କ...
error: Content is protected !!