Tuesday, March 2, 2021

ଆଇସିଡିଏସର କେନ୍ଦ୍ରୀୟ ବଜେଟ୍ ହ୍ରାସ ବିରୋଧରେ ରାଜଭବନ ସମ୍ମୁଖରେ ଧାରଣା ଦେବାକୁ ଆହ୍ବାନ ରଖିଲା ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି...

ଭୁବନେଶ୍ୱର, ୧୪/୦୨/୨୦୨୧: ସାର୍ବଭୌମତ୍ୱ ଭାରତବର୍ଷର ସର୍ବପ୍ରଥମ ତଥା ସର୍ବବୃହତ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନାର ଚଳିତ ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ସରକାର ଆଠ ହଜାର କୋଟି ଟଙ୍କା ହ୍ରାସ କରିଥିବା ନେଇ ଆଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ ( AITUC ) ଅନୁବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ...

ବିଜେପିର ଏକ ପ୍ରତିନିଧି ଦଳ ଗଙ୍ଗାବାଡ ପଞ୍ଚାୟତ ଗ୍ରସ୍ତ

ରାୟଗଡ, ୧୩/୦୨/୨୦୨୧(ପ୍ରଭାତ କୁମାର ପାତ୍ର) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତ ମାଣିକପାଟଣା ଠାରେ ଆଜି ଭାରତୀୟ ଜନତାପାର୍ଟି ର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ପଂଚାୟତ ନିର୍ବାଚନ ରେ ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତ ର ଚାରି...

ଶ୍ରୀମନ୍ଦିର ଐତିହ୍ୟ ଚିଠା କୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ କାର୍ଯ୍ୟକ୍ରମ

ଭୂବନେଶ୍ୱର/ପୁରୀ,୦୯/୦୨/୨୦୨୧:ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ପରେ ୩୦୦ ମିଟର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ଯେଉଁ ଜାତୀୟ ଐତିହ୍ୟ ଚିଠା ଦୀର୍ଘ ଦିନ ହେଲା ପଡିରହିଥିଲା ତାହାକୁ ତତକ୍ଷଣାତ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ତାଙ୍କର ମଙ୍ଗଳ କାମନା କରି ବିଜେପି ସିଂହଦ୍ୱାର ଓ...

ଫେବୃଆରୀ ୮ତାରିଖରୁ ଖୋଲିବ ସ୍କୁଲ । ଆରମ୍ଭ ହେବ ନବମ ଓ ଏକାଦଶ ପାଠପଢା । ସ୍କୁଲ ଖୋଲିବା...

ଭୂବନେଶ୍ୱର, ୦୧/୦୨/୨୦୨୧(ବ୍ୟରୋ ରିପୋର୍ଟ) ଛାତ୍ରଛାତ୍ରୀମାନେ ଏଥରକ ବ୍ୟାଗ୍ ସଜାଡ଼ିବେ। ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ।ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ କଟକଣା ଭିତରେ ହେବ ପାଠପଢ଼ା ।...

ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର,୦୧/୦୨/୨୦୨୧:ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ଏଥିସହିତ ଫେବ୍ରୁଆରୀ ୨୨ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ।ଅଧିବେଶନର ପ୍ରଥମ ଦିନ...

ଆସନ୍ତା ୬ ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୂବନେଶ୍ୱର,୩୦/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ରାଜ୍ୟ ରେ ଥିବା ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ରାଜ୍ୟ ସରକାର ଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୬ରୁ ସଭିଙ୍କ ପାଇଁ ଖୋଲିବ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ।କେନ୍ଦ୍ର ସରକାର କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର...

ହୁଗୁଳାପଟ୍ଟାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ।

କୁକୁଡ଼ାଖଣ୍ଡି,୨୪/୦୧/୨୦୨୧(ବ୍ୟୁରୋ ରିପୋର୍ଟ) କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ପଞ୍ଚାୟତରେ ଆଜି ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶିଶୁ କନ୍ୟା ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ହୁଗୁଳାପଟ୍ଟା ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ମଲଣା ସଭାପତିତ୍ୱ କରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ରୂପେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବିଜୟ କୁମାର...

କରୋନା ସଚେତନତାର ୩ଶତ ଦିବସର ସମୀକ୍ଷା ବୈଠକ।

ଯାଜପୁର,୨୨/୦୧/୨୦୨୧:ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ମହାମାରୀ କରୋନା ସଚେତନତାସହ ଏହି ସମୟରେ ନିଜର ଜୀବିକା ହରାଇ ଆର୍ଥିକ ସଂକଟରେ ପଡିଥିବା ବ୍ୟକ୍ତିବିଶେଷଙ୍କୁ ରିଲିଫ ସହାୟତା ଯୋଗାଇ ଦେବା ନିମନ୍ତେ ମାର୍ଚ୍ଚ ୨୨ତାରିଖରୁ ଆଜକୁ ଦୀର୍ଘ ୩୦୦ଦିନ...

ଦିଲ୍ଳୀର କୃଷକ ଆନ୍ଦୋଳନର ସୋରଡାରେ କୃଷକଙ୍କ ଶୋଭାଯାତ୍ରା ଓ ବିକ୍ଷୋଭ

ସୋରଡା, ୨୦/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ଆହ୍ୱାନରେ କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ରଦ୍ଦ କରିବା ଦାବିରେ ଗତ ୫୬ ଦିନ ଧରି ଦିଲ୍ଳୀରେ କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ଅବ୍ୟାହତ ରହିଛି । ଆଜି...

ରକ୍ତଚନ୍ଦନ ଚୋରାଚାଲାଣ । ଦେଢ କୁଇଣ୍ଟାଲ ରକ୍ତ ଚନ୍ଦନ ସହ ୨ ଜଣକୁ ହେପାଜତକୁ ନେଲା ପାରଳାଖେମୁଣ୍ଡି ବନ...

ବ୍ରହ୍ମପୁର, ୧୮/୦୧/୨୦୨୧: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଚିରାଚରିତ ଢଙ୍ଗରେ ବନବିଭାଗ ଆଖିରେ ଧୂଳି ଦେଇ ବନଜାତ ସାମଗ୍ରୀର ଅବୈଧ ଚାଲାଣ ହେଉଥିଲେ ମଧ୍ୟ ଗଞ୍ଜେଇ , ମଶାଣି ଛାଲି , ଚନ୍ଦନ କାଠ ମାଫିଆଙ୍କ ପ୍ରତି ବିଭାଗ କର୍ମଚାରୀଙ୍କ ଅସାଧୁ ସମ୍ପର୍କରେ ବହୁ ତଥ୍ୟ ପଦାକୁ ଆସୁଅଛି । ପରନ୍ତୁ ପାରଳାଖେମୁଣ୍ଡି...
error: Content is protected !!