Wednesday, March 3, 2021

ଭାରତ ମହାସାଗରରେ ଚୀନର ଦାଦାଗିରିକୁ ଜବାବ ଦିଆଯିବ : କରମବୀର ସିଂହ

ଭାରତ ମହାସାଗରରେ ଚୀନ ନୌସେନାର ଦାଦାଗିରିକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଡମିରଲ କରମବୀର କହିଛନ୍ତି, ଏବେ ଭାରତୀୟ ସେନାକୁ ଚୀନକୁ ଜବାବ ଦେବାର ସମୟ ଆସିଛି । ସେ କହିଛନ୍ତି ଯେ, ଚୀନ ନିଜର ପିପୁଲ୍ସ ଲିବିରେଶନ ଆର୍ମି (ପିଏଲଏ)ର ଅନ୍ୟ...

କାର୍ଗିଲ୍‌ ବିଜୟ ଦିବସରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି କାରଗିଲ ବିଜୟ ଦିବସ । ଦେଶବ୍ୟାପୀ କାରଗିଲ ବିଜୟର ବିଂଶତମ ବର୍ଷପୂର୍ତ୍ତି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କାରଗିଲ ବିଜୟ ଦିବସ ବାର୍ତ୍ତା ଦେଇଛନ୍ତି । କାରଗିଲ ବିଜୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ତ୍ତା ଦେଇ କହିଛନ୍ତି, 1999...

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି କଲେ ୟେଦୁରପ୍ପା

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ବାମୀ ସରକାରର ପତନ ପରେ ବର୍ତ୍ତମାନ ନୂଆ ସରକାର ଗଠନକୁ ନେଇ ରାଜ୍ୟରେ ହଲଚଲ୍‌ ଜାରି ରହିଛି। ତେବେ ବିଜେପି ନେତା ବି.ଏସ. ୟେଦୁରପ୍ପା ଶୁକ୍ରବାର ସକାଳ 10ଟା ବେଳେ ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ସନ୍ଧ୍ୟା 6ଟାରେ ଶପଥ ଗ୍ରହଣ କରିବା ପାଇଁ...

ଆଜମ ଖାନ୍‌ଙ୍କ ବିବାଦୀୟ ବୟାନ : ମହିଳା ସାଂସଦଙ୍କ ନିନ୍ଦା

ଗତକାଲି ସମାଜବାଦୀ ସାଂସଦ ଆଜମ ଖାନ୍‌ ଲୋକସଭାରେ ସଭାପତି ରମା ଦେବୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ । ଏହାପରେ ଗତକାଲି ଲୋକସଭାରେ ଆଜମ୍‌ ଖାନ୍‌ଙ୍କୁ ସମାଲୋଚନା କରାଯିବା ସହିତ କ୍ଷମାପ୍ରାର୍ଥନା ଦାବି କରାଯାଇଥିଲା । ଶୁକ୍ରବାର ବିହାର ସାଂସଦ ରମା ଦେବୀଙ୍କ ବିପକ୍ଷ ମନ୍ତବ୍ୟକୁ ନିର୍ମଳା ସୀତାରମଣ, ସ୍ମୃତି ଇରାନୀଙ୍କ ସମେତ...

ଭିଡ ହିଂସା ବିରୋଧରେ ଆଜି ଯଦି ଆମର ସ୍ଵର ନ ଫିଟେ, ତାହେଲେ ଏ ପାଗଳ ଭିଡ ଦିନେ...

ଅପର୍ଣ୍ଣା ସେନ, ବଙ୍ଗଳା ସିନେମାର ମହାନାୟିକା। ସେ ଗୋଟେ ସାମ୍ବାଦିକ ସମ୍ମିଳନୀରେ ଦେଶର ଭିଡ ହିଂସା ଓ ସାମ୍ପ୍ରଦାୟିକ ଅପରାଧ ସମ୍ପର୍କରେ କହୁଥିବା ବେଳେ ଟେଲିଭିଜନ ପରଦାରେ ଜଣେ ସାମ୍ବାଦିକ ତାଙ୍କୁ ପାଗଳ ପରି ଗାଳି କରି ଚାଲିଛନ୍ତି। ସାମ୍ବାଦିକଙ୍କ ଭାଷା ଓ ଆଚରଣରୁ ଜଣା ପଡୁଛି ସତେକି ସେ ଅପର୍ଣ୍ଣା ସେନଙ୍କୁ ସେଇଠି...
error: Content is protected !!