Tuesday, March 2, 2021

PUBG ନିଶା: ଜେଜେବାପାଙ୍କ ପେନ୍‌ସନ୍ ଖାତାରୁ ୨ ଲକ୍ଷ ୩୪ ହଜାର ଟଙ୍କା ଗାୟବ କରିଥିଲା ନାତି

  ନୂଆଦିଲ୍ଲୀ,୦୮/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ଦେଶର ରାଜଧାନୀ ଉତ୍ତର ଦିଲ୍ଲୀର ତିମାରପୁରରେ ଜଣେ ୧୫ ବର୍ଷୀୟ ନାବାଳକ ନିଜ ଜେଜେବାପାଙ୍କ ପେନସନ ଖାତାରୁ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି | ମୋବାଇଲ ଗେମ PUBG ର ପାଇଁ ଟଙ୍କା ଦେବାକୁ ନାବାଳକ ଜେଜେବାପାଙ୍କ ପେନସନ ଆକାଉଣ୍ଟରୁ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରିଥିବା...

ଗଞ୍ଜାମ ରୁ ସୁରତ ଯାଉଥିବା ବସ୍ ରାୟପୁର ଠାରେ ଦୁର୍ଘଟଣା ଗ୍ରସ୍ତ, ଆଠ ମୃତ୍ୟୁ

ବ୍ରହ୍ମପୁର,୦୫/୦୯/୨୦୨୦ ( ଟୁକୁନା ପ୍ରଧାନ ) ଧୀରେ ଧୀରେ କରୋନା କବଳରୁ ଗଞ୍ଜାମ ଜିଲ୍ଲା ମୁକୁଳୁଥିବା ବେଳେ ଗାଁକୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନେ ଗ୍ରାମରେ କାମଧନ୍ଦା ନପାଇ ପୁନର୍ବାର ଏବେ କର୍ମ ମାଟିକୁ ବସ୍ ଯୋଗେ ଫେରିବା ଆରମ୍ଭ ହୋଇଯାଇଛି । ଗଲା କିଛି ଦିନ ହେବ କ୍ରମାଗତ ଭାବେ ପ୍ରବାସୀ ଓଡ଼ିଆ...

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

  ନୂଆଦିଲ୍ଲୀ,୩୧/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଅ ଅଭିଜିତ ମୁଖାର୍ଜୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ସେ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫୁସଫୁସ୍ ସଂକ୍ରମଣରେ ପୀଡ଼ିତ ହୋଇ ସେ...

ରାଜ୍ଯରେ ଆଜି ୧ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ୩୦୧୪ ଜଣ ନୂଆ କରୋନା...

ଭୂବନେଶ୍ୱର,୩୦/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ଯରେ ଆଜି ୧ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତ ସଂଖ୍ୟା ।ଆଜି ୩୦୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬୮ ଜଣ ଓ ଅନ୍ୟ ୧୧୪୬ ଜଣ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡିଛି ।ଖୋର୍ଦ୍ଧାରୁ ସର୍ବାଧିକ ୬୮୪ ଜଣ ଚିହ୍ନଟ ହୋଇଥିବା ବେଳେ...

ବରଫ ତଳୁ ମିଳିଲା ଯବାନଙ୍କ ମୃତଦେହ, ୮ ମାସ ତଳେ ହୋଇଥିଲେ ନିଖୋଜ

ନୂଆଦିଲ୍ଲୀ,୧୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଜମ୍ମୁ-କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୮ ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ଯବାନଙ୍କ ମୃତଦେହ ଏବେ ବରଫ ଗଦା ତଳୁ ଉଦ୍ଧାର କରାଯାଇଛି । ରାଜେନ୍ଦ୍ର ନେଗି ନାମକ ଏହି ଯବାନ ୧୧ ଗରୱାଲ ରାଇଫଲ୍‌ସରେ ନିୟୋଜିତ ଥିଲେ । ଚଳିତ ବର୍ଷ ଜାନୁଆରୀରେ କାଶ୍ମୀରର ଗୁଲମର୍ଗ...

ବଢୁଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ

ମୁମ୍ବାଇ,୧୬/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁ ସମୟ ଉଲ୍ଲେଖ ହୋଇନଥିବା ନେଇ ପ୍ରଶ୍ନ ଉଠାଇଲେ ସୁଶାନ୍ତଙ୍କ ପରିବାରର ଓକିଲ। ସେପଟେ ଅଭିଯୋଗ ପରେ ଫ୍ଲାଟ ଓ ଇଏମଆଇ କାଗଜପତ୍ର ସେୟାର କଲେ ଅଙ୍କିତା ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ଯେତିକି ସମୟ ବଢୁଛି ସେତିକି ନୂଆ...

କେରଳରେ ଏୟାର ଇଣ୍ଡିଆ ବିମାନର ଦୁର୍ଘଟଣା ଗ୍ରସ୍ତ । ଦୁବାଇରୁ ୧୮୦ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା ବିମାନ...

  କେରଳରେ ଏୟାର ଇଣ୍ଡିଆ ବିମାନର କ୍ରାସ୍‌ ଲ୍ୟାଣ୍ଡିଂ । ଦୁବାଇରୁ ୧୮୦ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା ବିମାନ । ରନ୍‌ୱେରେ ଦୁଇଫାଳ ହୋଇଗଲା ଏୟାର ଇଣ୍ଡିଆ ବିମାନ ।ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବାକୁ NDRFକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ । ଟ୍ବିଟ୍‌...

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ନାଁରେ...

  ମୁମ୍ବାଇ,୦୬/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ରେ ସିବିଆଇ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ( ଏଫ ଆଇ ଆର) ରୁଜୁ କରିଛି।ଏତଲାରେ ଅଭିନେତ୍ରୀ ତଥା ସୁଶାନ୍ତ ଙ୍କ ବାନ୍ଧବୀ ରିୟା ଙ୍କୁ ମୁଖ୍ୟ ଅଭିଯୁକ୍ତ କରିଛି ସିବିଆଇ। ସିବିଆଇ ଏତଲାରେ ରିୟାଙ୍କ...

ୟୁନିଅନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା – ୨୦୧୯ ମସିହା ର ଫଳାଫଳ ପ୍ରକାଶିତ

  ଭୂବନେଶ୍ୱର,୦୪/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ୟୁନିଅନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା - ୨୦୧୯ ମସିହା ର ଫଳାଫଳ ପ୍ରକାଶ ପାଇଛି । ଟପ୍‌ ୧୦ ଟି ସ୍ଥାନରେ ୨ ଜଣ ଓଡ଼ିଆ ଅଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ ଥିବା ବେଳେ ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର...

ପ୍ରଧାନମନ୍ତ୍ରୀ ଙ୍କ ଦ୍ବାରା Covid-19 ନିୟନ୍ତ୍ରଣ ଲାଗି ୩ ହାଇଟେକ୍ ଲ୍ୟାବ ଉନ୍ମୋଚନ

  ନୂଆଦିଲ୍ଲୀ,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ)କବୋଡ (Covid-19)ନିୟନ୍ତ୍ରଣ ଲାଗି ୩ ହାଇଟେକ୍ ଲ୍ୟାବ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, କହିଲେ ମିଳିମିଶି କରିବା କରୋନା ମୁକାବିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସନ୍ଧ୍ୟାରେ ଦେଶର ୩ ପ୍ରମୁଖ ସହରରେ ୩ଟି ନୂଆ ହାଇଟେକ୍‌ କୋଭିଡ ଟେଷ୍ଟିଂ ଲ୍ୟାବ ଉଦଘାଟନ କରିଛନ୍ତି। ନୋଏଡା, ମୁମ୍ବାଇ ଓ କୋଲକାତାରେ ଏହି ଲ୍ୟାବଗୁଡିକୁ...
error: Content is protected !!