ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍ଲକ୍ ୫.୦ ଗାଇଡ୍ ଲାଇନ କଟକଣା
ନୂଆଦିଲ୍ଲୀ, ୨୭/୧୦/୨୦୨୦(ବ୍ୟୁରୋ ରିପୋର୍ଟ)
ସେପ୍ଟେମ୍ବର ମାସର ଜାରି ହୋଇଥିବା ଅନ୍ଲକ୍ ୫.୦ ଗାଇଡ୍ ଲାଇନକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର। ମଙ୍ଗଳବାର ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ରହିବ।
ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ମଧ୍ୟରେ ଯାତାୟାତ ନେଇ କୌଣସି କଟକଣା...
ନାକରେ ଦିଆଯିବ କରୋନା ଟିକା, ଖୁବ ଶୀଘ୍ର ଏ ନେଇ ପରୀକ୍ଷା ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ
ନୂଆଦିଲ୍ଲୀ,୧୯/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଦେଶରେ କରୋନା ଭୂତାଣୁ ଭଳି ମହାମାରୀ ସହ ଲଢ଼ିବା ପାଇଁ ଅନେକ ଟିକା ଉପରେ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏବେ ଟିକା ପ୍ରସ୍ତୁତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଏବେ ନାକରେ ଦିଆଯାଇ ପାରୁଥିବା କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି |...
୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬/୧୦/୨୦୨୦(ବ୍ୟୁରୋ ରିପୋର୍ଟ)୧୦୦ ଟଙ୍କା ପରେ ଏବେ ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖାଦ୍ୟ ଓ କୃଷି ସଂଗଠନ (FAO)ର ୭୫ତମ ବାର୍ଷିକୀ ଅବସରରେ ଏହି ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ କରିଛନ୍ତି। ସାରା ଦୁନିଆରେ ଆଜି FAOର ବାର୍ଷିକୀ ପାଳନ କରାଯାଉଛି। କିଛି ଦିନ ତଳେ ଅର୍ଥାତ୍...
NEET ୨୦୨୦ରେ ଓଡିଶା ଛାତ୍ର ସୋଏବ ଅଫତାବ ଟପ୍ପର, ୧୦୦ % ନମ୍ବର ରଖି କଲେ ରେକର୍ଡ
ଭୂବନେଶ୍ୱର, ୧୬/୧୦/୨୦୨୦(ବ୍ୟୁରୋ ରିପୋର୍ଟ)
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ଆୟୋଜିତ ନିଟ୍ ପରୀକ୍ଷାର ଫଳାଫଳ ଅକ୍ଟୋବର ୧୬ରେ ପ୍ରକାଶ ପାଇଛି। ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଓଡିଶାର ଛାତ୍ର ସୋଏବ ଅଫତାବ ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। ଏହା ବ୍ୟତୀତ ସୋଏବ ଓଡିଶାର ଦ୍ଵିତୀୟ ଛାତ୍ର ଭାବେ ନିଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ୧୦୦ ପ୍ରତିଶତ ମାର୍କ...
କାର୍ ରେ ଜଳିଗଲେ ଏସିପି ନେତା ସଞ୍ଜୟ ସିନ୍ଦେ
ନାସିକ, ୧୫/୧୦/୨୦୨୦(ବ୍ୟୁରୋ ରିପୋର୍ଟ) କାର୍ ସହ ଜଳିଗଲେ ଏନସିପି ନେତା ସଞ୍ଜୟ ସିନ୍ଦେ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ସାନଟାଇଜର ହେଲା କାଳ । ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ସଞ୍ଜୟ ସିନ୍ଦେଙ୍କ ମଙ୍ଗଳବାର ଅପ୍ରତ୍ୟାଶିତ ମୃତ୍ୟୁ ଘଟିଛି। ୯୫ ବର୍ଷୀୟ ସିନ୍ଦେ ଦଳର ବରିଷ୍ଠ ନେତା ଥିଲେ । ସିନ୍ଦେଙ୍କ ଗାଡିରେ ମଙ୍ଗଳବାର...
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶୁଭାରମ୍ଭ କରିବେ ପ୍ରପର୍ଟି କାର୍ଡ, ଲକ୍ଷାଧିକ ଲୋକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ,୧୧/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଗ୍ରାମାଂଚଳ ଭାରତର ପରିବର୍ତ୍ତନ ଲାଗି ବଡ଼ ସଂଶୋଧନ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥି ଲାଗି ସେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭୂ-ସଂପତ୍ତି ମାଲିକଙ୍କୁ ‘ସ୍ୱାମିତ୍ୱ’ ଯୋଜନାରେ ସଂପତ୍ତି କାର୍ଡ ବିତରଣ କରିବା ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନ।।ରୁ ପାଖାପାଖି ଏକ ଲକ୍ଷ ଭୂ-ସଂପତ୍ତି ମାଲିକ...
ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ: ଏସପି ଓ ଡିଏସପିଙ୍କ ସମେତ ଏକାଧିକ ପୁଲିସ୍ କର୍ମୀ ନିଲମ୍ବିତ, ପ୍ରଥମିକ...
ଲକ୍ଷ୍ନୌ, ୦୩/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଉତ୍ତରରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ହାଥରସ୍ ଏସ୍ପି, ଡିଏସପି ଓ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସମସ୍ତ ପୋଲିସ କର୍ମଚାରୀଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ମଧ୍ୟ...
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ତାଜମହଲ
ଆଗ୍ରା, ୨୧/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି।କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ସୁରକ୍ଷା ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ...
ନିର୍ମାଣ ହେବ ନୂଆ ସଂସଦ ଭବନ, ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍କୁ ମିଳିଲା...
ନୂଆଦିଲ୍ଲୀ,୧୭/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍କୁ ମିଳିଲା ୮୬୨ କୋଟି ଟଙ୍କାର ଠିକା। ଟାଟା ବ୍ୟତିରେକେ, ଦ୍ବିତୀୟ ସର୍ବନିମ୍ନ ଟେଣ୍ଡର୍ ଥିଲା ଲର୍ସନ୍ ଆଣ୍ଡ ଟବ୍ରୋର। ଲର୍ସନ୍ ଆଣ୍ଡ ଟବ୍ରୋ ଦାଖଲ କରିଥିବା ଟେଣ୍ଡର୍ର ମୂଲ୍ୟ ଥିଲା ୮୬୫ କୋଟି ଟଙ୍କା। କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ, ‘ସିପିଡବ୍ଲୁଡି’ କରିଥିବା...
କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର: କଙ୍ଗନା କହିଲେ, ‘ଏହି ରାମ ମନ୍ଦିର ପୁଣି ତିଆରି ହେବ
ମୁମ୍ବାଇ,୦୯/୦୯/୨୦୨୦(ବ୍ୟୁରୋ ରିପୋର୍ଟ)କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା | ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ | କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା | କଙ୍ଗନା ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ...