ବନ୍ଦେ ମାତରମ୍ କହିବ, ଭାରତ ରେ ରହିବ : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ନୂଆଦିଲ୍ଲୀ: କେତେବେଳେ ନିଜର ସରଳ ଜୀବନ ଶୈଳୀକୁ ନେଇ ତ ଆଉ କେତେବେଳେ ବିଭିନ୍ନ ଭାଷାରେ ଥିବା ଦକ୍ଷତାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଓଡ଼ିଆ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଉ ଆଜି ବି ପ୍ରତାପ ଷଡ଼ଙ୍ଗୀ(ନନା)ଙ୍କୁ ନେଇ ଚର୍ଚ୍ଚା ସରଗରମ । ହେଲେ ଏଥର ଘଟଣାଟି ଟିକିଏ ଅଲଗା ପ୍ରକାର । ନନାଙ୍କ...
ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ: ଏସପି ଓ ଡିଏସପିଙ୍କ ସମେତ ଏକାଧିକ ପୁଲିସ୍ କର୍ମୀ ନିଲମ୍ବିତ, ପ୍ରଥମିକ...
ଲକ୍ଷ୍ନୌ, ୦୩/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଉତ୍ତରରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ହାଥରସ୍ ଏସ୍ପି, ଡିଏସପି ଓ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସମସ୍ତ ପୋଲିସ କର୍ମଚାରୀଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ମଧ୍ୟ...
PUBG ନିଶା: ଜେଜେବାପାଙ୍କ ପେନ୍ସନ୍ ଖାତାରୁ ୨ ଲକ୍ଷ ୩୪ ହଜାର ଟଙ୍କା ଗାୟବ କରିଥିଲା ନାତି
ନୂଆଦିଲ୍ଲୀ,୦୮/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ଦେଶର ରାଜଧାନୀ ଉତ୍ତର ଦିଲ୍ଲୀର ତିମାରପୁରରେ ଜଣେ ୧୫ ବର୍ଷୀୟ ନାବାଳକ ନିଜ ଜେଜେବାପାଙ୍କ ପେନସନ ଖାତାରୁ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି | ମୋବାଇଲ ଗେମ PUBG ର ପାଇଁ ଟଙ୍କା ଦେବାକୁ ନାବାଳକ ଜେଜେବାପାଙ୍କ ପେନସନ ଆକାଉଣ୍ଟରୁ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରିଥିବା...
ଆଉ କିଛି ସପ୍ତାହର ଅପେକ୍ଷା, ଭାରତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା, ୮ଟି ସଂସ୍ଥାକୁ ମିଳିଲା ସଫଳତା
ନୂଆଦିଲ୍ଲୀ,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଆଉ ମାତ୍ର କିଛି ସପ୍ତାହର ଅପେକ୍ଷା । ଭାରତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା। ଟିକା ପ୍ରସ୍ତୁତିରେ ୮ଟି ସଂସ୍ଥାକୁ ସଫଳତା ମିଳିଥିବା ବେଳେ ୩ଟି ଭାକ୍ସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସର୍ବଦଳୀୟ ବୈଠକ ପରେ ଦେଶବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଥମେ ଆଗଧାଡ଼ିରେ...
ପ୍ରଧାନମନ୍ତ୍ରୀ ଙ୍କ ଦ୍ବାରା Covid-19 ନିୟନ୍ତ୍ରଣ ଲାଗି ୩ ହାଇଟେକ୍ ଲ୍ୟାବ ଉନ୍ମୋଚନ
ନୂଆଦିଲ୍ଲୀ,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ)କବୋଡ (Covid-19)ନିୟନ୍ତ୍ରଣ ଲାଗି ୩ ହାଇଟେକ୍ ଲ୍ୟାବ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, କହିଲେ ମିଳିମିଶି କରିବା କରୋନା ମୁକାବିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସନ୍ଧ୍ୟାରେ ଦେଶର ୩ ପ୍ରମୁଖ ସହରରେ ୩ଟି ନୂଆ ହାଇଟେକ୍ କୋଭିଡ ଟେଷ୍ଟିଂ ଲ୍ୟାବ ଉଦଘାଟନ କରିଛନ୍ତି। ନୋଏଡା, ମୁମ୍ବାଇ ଓ କୋଲକାତାରେ ଏହି ଲ୍ୟାବଗୁଡିକୁ...
ଅଭିନେତା ଅମୀରଙ୍କୁ କରୋନା
ମୁମ୍ବାଇ,୨୪/୦୩/୨୦୨୧: କରୋନା କବଳରେ ବଲିଉଡ଼୍। ପୂର୍ବରୁ ବଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ନିର୍ମାତା, ନିର୍ଦେଶକମାନେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ଅଭିନେତା ଅମୀର ଖାନ୍ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଅମୀରଙ୍କ ମୁଖପାତ୍ର ବୁଧବାର ସୂଚନା ଦେଇଛନ୍ତି। ମୁଖପାତ୍ର କହିଛନ୍ତି, ସେ ଏବେ ନିଜ ଘରେ ସଙ୍ଗରୋଧରେ ଅଛନ୍ତି। ଏହାସହିତ ଡାକ୍ତରଙ୍କ ପରାମର୍ଶ...
ଭାରତରେ ଚଳିତ ବର୍ଷ ଆରମ୍ଭ ହେବ ହ୍ୱାଟ୍ସଆପ ୟୁପିଆଇ ପେମେଣ୍ଟ
ଯଦି ଆପଣ ହ୍ୱାଟ୍ସଆପରେ ପେମେଣ୍ଟ ସେବା ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ହ୍ୱାଟ୍ସଆପରେ ପେମେଣ୍ଟ ସର୍ଭିସ୍ ଏବେ ଆରମ୍ଭ ହେବାକୁ ଯାଉଛି । ହ୍ୱାଟ୍ସଆପର ଗ୍ଲୋବାଲ ହେଡ ବିଲ କୈଥକାର୍ଟ ଏକ ଇଭେଣ୍ଟ ରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି...
ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲା ରେ ସୁପ୍ରିମକୋର୍ଟ ଙ୍କ ବଡ ରାୟ
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବିବାଦୀୟ ଜମିରେ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ । ମୁସଲିମ ପକ୍ଷକୁ ବିକଳ୍ପ ୫ ଏକର ଜମି ଯୋଗାଇଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦର ଶୁଣାଣି କରିଛନ୍ତି ।...
ଆଦିବାସୀ ପରିବାରରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହ, କଦଳୀ ପତ୍ରରେ ପରଷାଗଲା ଖାଦ୍ୟ
କୋଲକାତା, ୦୬/୧୧/୨୦୨୦(ବ୍ୟୁରୋ ରିପୋର୍ଟ)
ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସ୍ଥାନୀୟ ଚତୁରଡିହି ଗାଁର ଆଦିବାସୀ କର୍ମକର୍ତ୍ତା ବିଭୀଷଣ ହାଁସଦାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ।ଅମିତ ଶାହାଙ୍କ ପାଇଁ କଦଳୀ ପତ୍ରରେ ଖାଦ୍ୟ ପରିବେଷଣ କରାଯାଇଥିଲା । ଏହା ବଙ୍ଗାଳୀ ଏବଂ ଶାକାହାରୀ ଖାଦ୍ୟ ଥିଲା । ଖାଦ୍ୟରେ ତାଙ୍କୁ...
ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର
ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ ଥିବା ଘାତକ ପବନ ଜହ୍ଲାଦ ହିଁ ୪ ଦୋଷୀଙ୍କୁ ଫାଶୀ ଫାଶୀ ଖୁଣ୍ଟରେ ଝୁଲାଇବେ। ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ସେ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବେ...