Tuesday, April 13, 2021

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶୁଭାରମ୍ଭ କରିବେ ପ୍ରପର୍ଟି କାର୍ଡ, ଲକ୍ଷାଧିକ ଲୋକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୧୧/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଗ୍ରାମାଂଚଳ ଭାରତର ପରିବର୍ତ୍ତନ ଲାଗି ବଡ଼ ସଂଶୋଧନ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥି ଲାଗି ସେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭୂ-ସଂପତ୍ତି ମାଲିକଙ୍କୁ ‘ସ୍ୱାମିତ୍ୱ’ ଯୋଜନାରେ ସଂପତ୍ତି କାର୍ଡ ବିତରଣ କରିବା ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନ।।ରୁ ପାଖାପାଖି ଏକ ଲକ୍ଷ ଭୂ-ସଂପତ୍ତି ମାଲିକ...

ବିହାର ବିଧାନସଭା ନିର୍ବାଚନ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

ପାଟନା, ୨୭/୧୦/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଙ୍କଟ ଭିତରେ ଭୋଟ ଦେବ ବିହାର ।ଆଜି ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ; କଟକଣା ଭିତରେ ୧୬ ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ମତାଧିକାର ସାବ୍ୟସ୍ତ କରିବେ ୨ କୋଟି ୧୪ଲକ୍ଷ ଭୋଟର।କରୋନା କାଳରେ ଦେଶର ପ୍ରଥମ ନିର୍ବାଚନ । ଆଜି...

ନିର୍ଭୟା ଅଭିଯୁକ୍ତ ଙ୍କ ଫାଶି ରେ ହୋଇପାରେ ବିଳମ୍ବ

ନୂଆଦିଲ୍ଲୀ,୧୬/୦୧/୨୦୨୦ (ବ୍ୟୁରୋ) ନିର୍ଭୟା ସୈତାନଙ୍କ ଫାଶୀରେ ହୋଇପାରେ ବିଳମ୍ବ । ଆସନ୍ତା ୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । କାରଣ ଦୋଷୀ ମୁକେଶ କୁମାରର ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଚାଲିଛି ଶୁଣାଣି । ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇବା ନେଇ ଦୋଷୀ ମୁକେଶ ହାଇକୋର୍ଟରେ ଅନୁରୋଧ କରିଛି ।...

ଟିକଟକ୍ କୁ ନେଇ ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

  କଟକ,୩୦/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ଟିକଟକ୍ ଭିଡିଓକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କୋର୍ଟଙ୍କ କହିବା ଅନୁଯାୟୀ, ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକଟକ୍ ଭିଡିଓ । କେବଳ ସେତିକି ନୁହେଁ, ଗ୍ରାମାଂଚଳଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଏନେଇ ଅନେକ ଜୀବନ ଯାଉଛି ଆଉ ସମ୍ମାନହାନୀ ବି ଘଟୁଛି...

ନାକରେ ଦିଆଯିବ କରୋନା ଟିକା, ଖୁବ ଶୀଘ୍ର ଏ ନେଇ ପରୀକ୍ଷା ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୧୯/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଦେଶରେ କରୋନା ଭୂତାଣୁ ଭଳି ମହାମାରୀ ସହ ଲଢ଼ିବା ପାଇଁ ଅନେକ ଟିକା ଉପରେ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏବେ ଟିକା ପ୍ରସ୍ତୁତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଏବେ ନାକରେ ଦିଆଯାଇ ପାରୁଥିବା କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି |...

କରୋନା ଟିକା ପ୍ରସ୍ତୁତିରେ ସାମିଲ ୩ ଭାରତୀୟ କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ,୩୦/୧୧/୨୦୨୦(ବ୍ୟୁରୋ ରିପୋର୍ଟ) କୋଭିଡ୍‍-୧୯ ଟିକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭାବେ ସମୀକ୍ଷା କରିଆସୁଛନ୍ତି। ଏହି କ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତିରେ ସାମିଲ ହୋଇଥିବା ଭାରତର ତିନୋଟି କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ।ଟିକା ପ୍ରସ୍ତୁତିରେ ସାମିଲ କମ୍ପାନୀଗୁଡ଼ିକ ହେଉଛନ୍ତି – ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ୍‍ ଇ ଏବଂ...

ୟୁନିଅନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା – ୨୦୧୯ ମସିହା ର ଫଳାଫଳ ପ୍ରକାଶିତ

  ଭୂବନେଶ୍ୱର,୦୪/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ୟୁନିଅନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା - ୨୦୧୯ ମସିହା ର ଫଳାଫଳ ପ୍ରକାଶ ପାଇଛି । ଟପ୍‌ ୧୦ ଟି ସ୍ଥାନରେ ୨ ଜଣ ଓଡ଼ିଆ ଅଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ ଥିବା ବେଳେ ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର...

ପୁଣି ବଢିପାରେ ପେଟ୍ରୋଲ, ଡିଜେଲ୍ ଦର । କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା, ଗ୍ରାହକ ବୋହିବେ ବୋଝ

ନୂଆଦିଲ୍ଲୀ,୨୩/୧୨-(ବ୍ୟୁରୋ ରିପୋର୍ଟ)ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ବାବଦରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବାର ସମ୍ଭାବନା ରହିଛି। ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ଭାରତ ଷ୍ଟେଜ୍(ବିଏସ୍)-୬ ମାନଦଣ୍ଡର ଗାଡ଼ି ବିକ୍ରି ହେବ। ଏଥିପାଇଁ ତେଲ କମ୍ପାନି ଗୁଡ଼ିକୁ ମଧ୍ୟ କମ୍ ପ୍ରଦୂଷଣଯୁକ୍ତ ପେଟ୍ରୋଲ ଏବଂ ଡିଜେଲ ଯୋଗାଇକୁ ହେବ। ଉନ୍ନତମାନର ପେଟ୍ରୋଲ...

କରୋନା ଡର, ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ି ରହିଲା ଶବ

  ଭଞ୍ଜନଗର,୧୯/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ଭୟ ପାଇଁ ୧୪ ଘଣ୍ଟା ପଡ଼ି ରହିଲା ମହିଳାଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗାଁରେ।ଗତକାଲି ମହିଳାଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କ ମୃତଦେହକୁ ଛୁଇଁ ନଥିଲେ। ପରେ ପରିବାର...

ନିର୍ମାଣ ହେବ ନୂଆ ସଂସଦ ଭବନ, ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍‌କୁ ମିଳିଲା...

  ନୂଆଦିଲ୍ଲୀ,୧୭/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍‌କୁ ମିଳିଲା ୮୬୨ କୋଟି ଟଙ୍କାର ଠିକା। ଟାଟା ବ୍ୟତିରେକେ, ଦ୍ବିତୀୟ ସର୍ବନିମ୍ନ ଟେଣ୍ଡର୍‌ ଥିଲା ଲର୍ସନ୍ ଆଣ୍ଡ ଟବ୍ରୋର। ଲର୍ସନ୍ ଆଣ୍ଡ ଟବ୍ରୋ ଦାଖଲ କରିଥିବା ଟେଣ୍ଡର୍‌ର ମୂଲ୍ୟ ଥିଲା ୮୬୫ କୋଟି ଟଙ୍କା। କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ, ‘ସିପିଡବ୍ଲୁଡି’ କରିଥିବା...
error: Content is protected !!