Tuesday, April 13, 2021

ନାକରେ ଦିଆଯିବ କରୋନା ଟିକା, ଖୁବ ଶୀଘ୍ର ଏ ନେଇ ପରୀକ୍ଷା ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୧୯/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଦେଶରେ କରୋନା ଭୂତାଣୁ ଭଳି ମହାମାରୀ ସହ ଲଢ଼ିବା ପାଇଁ ଅନେକ ଟିକା ଉପରେ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏବେ ଟିକା ପ୍ରସ୍ତୁତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଏବେ ନାକରେ ଦିଆଯାଇ ପାରୁଥିବା କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି |...

ରାଜ୍ଯରେ ଆଜି ୧ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ୩୦୧୪ ଜଣ ନୂଆ କରୋନା...

ଭୂବନେଶ୍ୱର,୩୦/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ଯରେ ଆଜି ୧ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତ ସଂଖ୍ୟା ।ଆଜି ୩୦୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬୮ ଜଣ ଓ ଅନ୍ୟ ୧୧୪୬ ଜଣ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡିଛି ।ଖୋର୍ଦ୍ଧାରୁ ସର୍ବାଧିକ ୬୮୪ ଜଣ ଚିହ୍ନଟ ହୋଇଥିବା ବେଳେ...

ବିଧାନସଭାରେ ଉଠିଲା ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ : ସ୍ୱତନ୍ତ୍ର ସାମ୍ବାଦିକଙ୍କ ସୁରକ୍ଷା ଆଇନ ଆଣିବା ପାଇଁ ଦାବି

  ଭୂବନେଶ୍ୱର,୧୯/୧୧-ଆଜି ବିଧାନସଭା ରେ ଉଠିଛି ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମିଳିତ ସ୍ୱର ଉଠାଇଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ । ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ୁଥିବା ଆକ୍ରମଣ ଘଟଣା ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା ଗୃହରେ । ଗତକାଲି ଅପରାହ୍ନ ଅଧିବେଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରସଙ୍ଗ...

ଭାରତରେ ଚଳିତ ବର୍ଷ ଆରମ୍ଭ ହେବ ହ୍ୱାଟ୍ସଆପ ୟୁପିଆଇ ପେମେଣ୍ଟ

ଯଦି ଆପଣ ହ୍ୱାଟ୍ସଆପରେ ପେମେଣ୍ଟ ସେବା ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ହ୍ୱାଟ୍ସଆପରେ ପେମେଣ୍ଟ ସର୍ଭିସ୍ ଏବେ ଆରମ୍ଭ ହେବାକୁ ଯାଉଛି । ହ୍ୱାଟ୍ସଆପର ଗ୍ଲୋବାଲ ହେଡ ବିଲ କୈଥକାର୍ଟ ଏକ ଇଭେଣ୍ଟ ରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି...

ଓଡ଼ିଶାରେ ବଢ଼ିବ କି ଲକ୍‌ଡାଉନ୍‌ ଅବଧି, ଆଶଙ୍କା ମଧ୍ଯ ରେ ରାଜ୍ଯ ବାସୀ

  ଭୂବନେଶ୍ୱର, ୨୭/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ମହାମାରୀ ‘କରୋନା’ ପାଇଁ ଲକ୍‌ଡାଉନ୍‌ ଅବଧିକୁ ଆଉ ମାସେ ବଢାଯାଉ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡ଼ିଓ କନ୍‌ଫରେସନିଂ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯାହାକୁ ନେଇ ଏବେ ରାଜ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।...

THYROID DISORDERS

  INTRODUCTION: Thyroid is a butterfly shaped gland situated in front of the neck. It contains 2 lobes and is present underneath the voice box (Larynx). It releases 2 hormones, namely triiodothyronine (T3) and thyroxin (T4). Thyroid gland acts like a...

ନିର୍ଭୟା ଅଭିଯୁକ୍ତ ଙ୍କ ଫାଶି ରେ ହୋଇପାରେ ବିଳମ୍ବ

ନୂଆଦିଲ୍ଲୀ,୧୬/୦୧/୨୦୨୦ (ବ୍ୟୁରୋ) ନିର୍ଭୟା ସୈତାନଙ୍କ ଫାଶୀରେ ହୋଇପାରେ ବିଳମ୍ବ । ଆସନ୍ତା ୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । କାରଣ ଦୋଷୀ ମୁକେଶ କୁମାରର ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଚାଲିଛି ଶୁଣାଣି । ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇବା ନେଇ ଦୋଷୀ ମୁକେଶ ହାଇକୋର୍ଟରେ ଅନୁରୋଧ କରିଛି ।...

ନଭେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ

  ଭୂବନେଶ୍ୱର, ୦୧/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ନଭେମ୍ବର ମାସରେ ରାଜ୍ୟରେ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ପର୍ଯ୍ୟାୟକ୍ରମେ ୮ ଦିନ ବନ୍ଦ ରହିବ। ନଭେମ୍ବର ମାସରେ ୫ଟି ରବିବାର ପଡ଼ୁଛି। ସେହି ତାରିଖଗୁଡ଼ିକ ହେଲା ୧, ୮, ୨୫, ୨୨ ଓ ୨୯। ଏଥିସହିତ ଦ୍ବିତୀୟ ଓ ଚତୁର୍ଥ ଶନିବାର ଯଥାକ୍ରମେ ୧୪ ଓ ୨୮ ତାରିଖରେ ପଡ଼ୁଛି। ତେଣୁ...

କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର: କଙ୍ଗନା କହିଲେ, ‘ଏହି ରାମ ମନ୍ଦିର ପୁଣି ତିଆରି ହେବ

ମୁମ୍ବାଇ,୦୯/୦୯/୨୦୨୦(ବ୍ୟୁରୋ ରିପୋର୍ଟ)କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା | ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ | କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା | କଙ୍ଗନା ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ...

ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା

ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କ୍ରମରେ ଗତକାଲି ଚିକିତ୍ସା କ୍ଷେତ୍ରରେ ୩ ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଘୋଷଣା କରାଯିବ ପରେ ଆଜି (ମଙ୍ଗଳବାର) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ଓ ଉତ୍କର୍ଷତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରିବାକୁ ନୋବେଲ କମିଟି...
error: Content is protected !!