Tuesday, March 2, 2021
Home ଦେଶ- ବିଦେଶ

ଦେଶ- ବିଦେଶ

ଜାରି ହେବ ଲକଡାଉନ୍‌ 4.0, ଜାଣନ୍ତୁ କିପରି ପ୍ରସ୍ତୁତି କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  ନୂଆଦିଲ୍ଲୀ, ୧୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ରୋନା ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ସାରା ଦେଶ ଏବେ ଲକଡାଉନ୍‌ରେ। ମାର୍ଚ୍ଚ ୨୫ ତାରିଖରେ ଦେଶରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଘୋଷଣା ହୋଇଥିଲା। ଏପ୍ରିଲ ୧୫ରୁ ଦ୍ୱିତୀୟବାର ୧୮ ଦିନିଆ ଲକଡାଉନ ହୋଇଥିବା ବେଳେ ମେ ୪ରୁ ଦେଶରେ ୧୪ ଦିନିଆ ଲକଡାଉନ୍ ଜାରି ରହିଛି। ଏବେ ଚତୁର୍ଥ...

ରେକର୍ଡ ରଚିଲା ଷ୍ଟାଚ୍ୟୁ ଅଫ ୟୁନିିଟି

ରେକର୍ଡ ରଚିଲା ଷ୍ଟାଚ୍ୟୁ ଅଫ ୟୁନିଟି । ପର୍ଯ୍ୟଟନ ଆୟରେ ତାଜମହଲକୁ ଟପିଗଲା ସର୍ଦ୍ଦାର ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତି, ବର୍ଷକରେ ବୁଲିବାକୁ ଆସିଛନ୍ତି ୨୪ ଲକ୍ଷ ପର୍ଯ୍ୟଟକ ।ତାଜମହଲ ରୁ ବାର୍ଷିକ ଆୟ ୫୬ କୋଟି ହେଉଥିବା ବେଳେ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ବାର୍ଷିକ ୬୩ କୋଟି ଟଙ୍କା ଆୟ କରୁଛନ୍ତି ସରକାର ।...

ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେଉଁ ମୁଖ୍ୟମନ୍ତ୍ରୀ କ’ଣ କହିଲେ?

  ନୂଆଦିଲ୍ଲୀ,୧୧/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡ଼ାଉନ୍ ଅବଧି ଶେଷ ହେବା ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ପଞ୍ଚମ ଥର ପାଇଁ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୩ଟାରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ପ୍ରସଙ୍ଗରେ...

ନାମ ମନ୍ଦିରରେ ଶସ୍ତ୍ର ପୂଜନ,ଆଲୋଚନା ଚକ୍ର ଓ କ୍ଷେତ୍ର ପରିକ୍ରମା।

  ଯାଜପୁର, ୨୮/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ସମ୍ପ୍ରତି ସମଗ୍ର ବିଶ୍ୱରେ ସଂସ୍କୃତିର ଅବକ୍ଷୟ ଘଟିଥିବାବେଳେ ଏହି ସଂସ୍କୃତିର ସୁରକ୍ଷା ପାଇଁ ଆଦିମ କାଳରୁ ପ୍ରଚଳିତ ଥିବା ଶସ୍ତ୍ର ପୂଜନ ଚାଳନାର ଆବଶ୍ୟକତାକୁ ଉପଲବ୍ଧି କରି ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ବରୁଣେଶ୍ୱର କ୍ଷେତ୍ରସ୍ଥ ନାମ ମନ୍ଦିର ପରିସରରେ ତ୍ରିଦିବସୀୟ ଖଡ୍ଗ ପୂଜନର ପୁରଶ୍ଚରଣ କର୍ମ ଉପଲକ୍ଷେ କୋଭିଡ଼...

ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲା ରେ ସୁପ୍ରିମକୋର୍ଟ ଙ୍କ ବଡ ରାୟ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବିବାଦୀୟ ଜମିରେ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ । ମୁସଲିମ ପକ୍ଷକୁ ବିକଳ୍ପ ୫ ଏକର ଜମି ଯୋଗାଇଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦର ଶୁଣାଣି କରିଛନ୍ତି ।...

କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷ ରୁ ପ୍ରକାଶ ପାଇଲା ଉତ୍ତମ ପ୍ରଶାସନ ସୂଚକାଙ୍କ ତାଲିକା,...

  ନୂଆଦିଲ୍ଲୀ,୨୭/୧୨-(ବ୍ୟୁରୋ ରିପୋର୍ଟ) କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଉତ୍ତମ ପ୍ରଶାସନ ସୂଚକାଙ୍କ ତାଲିକା, ପ୍ରକାଶିତ ତାଲିକାରେ ତାମିଲନାଡ଼ୁ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି । ବଡ଼ ରାଜ୍ୟ ଶ୍ରେଣୀରେ ତାମିଲନାଡ଼ୁ ପ୍ରଥମ ହୋଇଥିବାବେଳେ ଓଡ଼ିଶା ଏହି ତାଲିକାର ୧୪ତମ ସ୍ଥାନରେ ରହିଛି । କେନ୍ଦ୍ର...

ମହାରାଷ୍ଟ୍ର: ବିପଦ ଟଳିନାହିଁ, ଜୁନ ୩୦ ପରେ ମଧ୍ୟ ଜାରି ରହିବ ଲକଡାଉନ୍

  ମୁମ୍ବାଇ,୨୮/୦୬/୨୦୨୦:କରୋନା ବିପଦ ଏବେବି ଟଳିନାହିଁ । ରାଜ୍ୟରେ ଜୁନ ୩୦ ପରେ ମଧ୍ୟ ଲକଡାଉନ୍ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଜନସାଧାରଣଙ୍କୁ ଉଦବୋଧନ ଦେଇ ଉଦ୍ଧବ କହିଛନ୍ତି ଯେ, ଜୁନ ୩୦ ପରେ ଲକଡାଉନ୍ ହଟାଯିବ ନାହିଁ । ସ୍ଥିତି ପୂର୍ବଭଳି ରହିନାହିଁ । ଅନଲକ୍ ହେବା...

ଆଦିବାସୀ ପରିବାରରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହ, କଦଳୀ ପତ୍ରରେ ପରଷାଗଲା ଖାଦ୍ୟ

କୋଲକାତା, ୦୬/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସ୍ଥାନୀୟ ଚତୁରଡିହି ଗାଁର ଆଦିବାସୀ କର୍ମକର୍ତ୍ତା ବିଭୀଷଣ ହାଁସଦାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ।ଅମିତ ଶାହାଙ୍କ ପାଇଁ କଦଳୀ ପତ୍ରରେ ଖାଦ୍ୟ ପରିବେଷଣ କରାଯାଇଥିଲା । ଏହା ବଙ୍ଗାଳୀ ଏବଂ ଶାକାହାରୀ ଖାଦ୍ୟ ଥିଲା । ଖାଦ୍ୟରେ ତାଙ୍କୁ...

ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ...

ମୁମ୍ବାଇ, ୨୧/୦୨/୨୦୨୧: ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ...

ନୂଆଦିଲ୍ଲୀ,୧୪/୧୧-ଭାରତ ଆନ୍ତର୍ଜାତୀୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ  । ଦିଲ୍ଲୀର ପ୍ରଗତି ମଇଦାନରେ ବିଶ୍ୱ ପାଉଛି ଓଡ଼ିଶାର ଶିଳ୍ପାନୁକୁଳ...

ନୂଆଦିଲ୍ଲୀ,୧୪/୧୧-ଭାରତ ଆନ୍ତର୍ଜାତୀୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ  । ଦିଲ୍ଲୀର ପ୍ରଗତି ମଇଦାନରେ ବିଶ୍ୱ ପାଉଛି ଓଡ଼ିଶାର ଶିଳ୍ପାନୁକୁଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ପୂରା ତଥ୍ୟ । ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଭାରତ ଆନ୍ତର୍ଜାତୟ ୨୦୧୯ରେ ଆନ୍ତରିକ ସହଯୋଗ ସମ୍ପର୍କରେ...
error: Content is protected !!