Wednesday, March 3, 2021
Home ଦେଶ- ବିଦେଶ

ଦେଶ- ବିଦେଶ

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି କଲେ ୟେଦୁରପ୍ପା

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ବାମୀ ସରକାରର ପତନ ପରେ ବର୍ତ୍ତମାନ ନୂଆ ସରକାର ଗଠନକୁ ନେଇ ରାଜ୍ୟରେ ହଲଚଲ୍‌ ଜାରି ରହିଛି। ତେବେ ବିଜେପି ନେତା ବି.ଏସ. ୟେଦୁରପ୍ପା ଶୁକ୍ରବାର ସକାଳ 10ଟା ବେଳେ ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ସନ୍ଧ୍ୟା 6ଟାରେ ଶପଥ ଗ୍ରହଣ କରିବା ପାଇଁ...

ଭାରତରେ ଚଳିତ ବର୍ଷ ଆରମ୍ଭ ହେବ ହ୍ୱାଟ୍ସଆପ ୟୁପିଆଇ ପେମେଣ୍ଟ

ଯଦି ଆପଣ ହ୍ୱାଟ୍ସଆପରେ ପେମେଣ୍ଟ ସେବା ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ହ୍ୱାଟ୍ସଆପରେ ପେମେଣ୍ଟ ସର୍ଭିସ୍ ଏବେ ଆରମ୍ଭ ହେବାକୁ ଯାଉଛି । ହ୍ୱାଟ୍ସଆପର ଗ୍ଲୋବାଲ ହେଡ ବିଲ କୈଥକାର୍ଟ ଏକ ଇଭେଣ୍ଟ ରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି...

ୟୁ.ଜି.ସି .ର ପରୀକ୍ଷା ପରିଚାଳନା ନିଷ୍ପତି ପ୍ରତ୍ୟାହାର ଦାବି ଜଣାଇ ରାଜ୍ୟପାଳଙ୍କ ସହ ଉଚ୍ଚଶିକ୍ଷା ବିଭାଗ,ଜିଲ୍ଲାପାଳ ଏବଂ ବ୍ରହ୍ମପୁର...

  ବ୍ରହ୍ମପୁର,୧୫/୦୭/୨୦୨୦: ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ ବିଶ୍ବବ୍ୟାପୀ ଅଚଳାବସ୍ଥା ଯୋଗୁଁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅଭୂତପୂର୍ବ କ୍ଷୟକ୍ଷତି ଘଟିଛି ।ଶିକ୍ଷାବର୍ଷ ଶେଷରେ ପଡ଼ୁଥିବା ପରୀକ୍ଷା ଋତୁରେ କରୋନା ମହାମାରୀ ଭୁତାଣୁ ର ଭାରତରେ ପ୍ରବେଶ କାରଣରୁ ପ୍ରାୟ ଶିକ୍ଷାର୍ଥୀଙ୍କ ବାର୍ଷିକ ପରୀକ୍ଷା ହୋଇପାରିନଥିଲା । କରୋନା ନିରୋଧୀ କାର୍ଯ୍ୟକ୍ରମ ଆଧାରରେ ସରକାରଙ୍କ କୋଭିଡ୍...

ଭିଡ ହିଂସା ବିରୋଧରେ ଆଜି ଯଦି ଆମର ସ୍ଵର ନ ଫିଟେ, ତାହେଲେ ଏ ପାଗଳ ଭିଡ ଦିନେ...

ଅପର୍ଣ୍ଣା ସେନ, ବଙ୍ଗଳା ସିନେମାର ମହାନାୟିକା। ସେ ଗୋଟେ ସାମ୍ବାଦିକ ସମ୍ମିଳନୀରେ ଦେଶର ଭିଡ ହିଂସା ଓ ସାମ୍ପ୍ରଦାୟିକ ଅପରାଧ ସମ୍ପର୍କରେ କହୁଥିବା ବେଳେ ଟେଲିଭିଜନ ପରଦାରେ ଜଣେ ସାମ୍ବାଦିକ ତାଙ୍କୁ ପାଗଳ ପରି ଗାଳି କରି ଚାଲିଛନ୍ତି। ସାମ୍ବାଦିକଙ୍କ ଭାଷା ଓ ଆଚରଣରୁ ଜଣା ପଡୁଛି ସତେକି ସେ ଅପର୍ଣ୍ଣା ସେନଙ୍କୁ ସେଇଠି...

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ତାଜମହଲ

  ଆଗ୍ରା, ୨୧/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି।କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ସୁରକ୍ଷା ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ...

NEET ୨୦୨୦ରେ ଓଡିଶା ଛାତ୍ର ସୋଏବ ଅଫତାବ ଟପ୍ପର, ୧୦୦ % ନମ୍ବର ରଖି କଲେ ରେକର୍ଡ

ଭୂବନେଶ୍ୱର, ୧୬/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ଆୟୋଜିତ ନିଟ୍‌ ପରୀକ୍ଷାର ଫଳାଫଳ ଅକ୍ଟୋବର ୧୬ରେ ପ୍ରକାଶ ପାଇଛି। ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ଓଡିଶାର ଛାତ୍ର ସୋଏବ ଅଫତାବ ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। ଏହା ବ୍ୟତୀତ ସୋଏବ ଓଡିଶାର ଦ୍ଵିତୀୟ ଛାତ୍ର ଭାବେ ନିଟ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ୧୦୦ ପ୍ରତିଶତ ମାର୍କ...

କାର୍ଗିଲ୍‌ ବିଜୟ ଦିବସରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି କାରଗିଲ ବିଜୟ ଦିବସ । ଦେଶବ୍ୟାପୀ କାରଗିଲ ବିଜୟର ବିଂଶତମ ବର୍ଷପୂର୍ତ୍ତି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କାରଗିଲ ବିଜୟ ଦିବସ ବାର୍ତ୍ତା ଦେଇଛନ୍ତି । କାରଗିଲ ବିଜୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ତ୍ତା ଦେଇ କହିଛନ୍ତି, 1999...

ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ...

ମୁମ୍ବାଇ, ୨୧/୦୨/୨୦୨୧: ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ...

ଭାରତ ମହାସାଗରରେ ଚୀନର ଦାଦାଗିରିକୁ ଜବାବ ଦିଆଯିବ : କରମବୀର ସିଂହ

ଭାରତ ମହାସାଗରରେ ଚୀନ ନୌସେନାର ଦାଦାଗିରିକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଡମିରଲ କରମବୀର କହିଛନ୍ତି, ଏବେ ଭାରତୀୟ ସେନାକୁ ଚୀନକୁ ଜବାବ ଦେବାର ସମୟ ଆସିଛି । ସେ କହିଛନ୍ତି ଯେ, ଚୀନ ନିଜର ପିପୁଲ୍ସ ଲିବିରେଶନ ଆର୍ମି (ପିଏଲଏ)ର ଅନ୍ୟ...

ଆଜମ ଖାନ୍‌ଙ୍କ ବିବାଦୀୟ ବୟାନ : ମହିଳା ସାଂସଦଙ୍କ ନିନ୍ଦା

ଗତକାଲି ସମାଜବାଦୀ ସାଂସଦ ଆଜମ ଖାନ୍‌ ଲୋକସଭାରେ ସଭାପତି ରମା ଦେବୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ । ଏହାପରେ ଗତକାଲି ଲୋକସଭାରେ ଆଜମ୍‌ ଖାନ୍‌ଙ୍କୁ ସମାଲୋଚନା କରାଯିବା ସହିତ କ୍ଷମାପ୍ରାର୍ଥନା ଦାବି କରାଯାଇଥିଲା । ଶୁକ୍ରବାର ବିହାର ସାଂସଦ ରମା ଦେବୀଙ୍କ ବିପକ୍ଷ ମନ୍ତବ୍ୟକୁ ନିର୍ମଳା ସୀତାରମଣ, ସ୍ମୃତି ଇରାନୀଙ୍କ ସମେତ...
error: Content is protected !!