Tuesday, March 2, 2021
Home ଦେଶ- ବିଦେଶ

ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭିଟ-୧୯ ଭ୍ୟାକ୍ସିନେସନ ର ପ୍ରଥମ ଡୋଜ

ଭୂବନେଶ୍ୱର,୦୧/୦୩/୨୦୨୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଟିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳ ୬.୨୫ ମିନିଟ୍ ରେ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଟିକା ନେଇଛନ୍ତି। ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ ନିରାପଦ ବୋଲି ଶ୍ରୀ ମୋଦୀ ଏହି ଅବସରରେ କହିଛନ୍ତି। ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା...

ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ...

ମୁମ୍ବାଇ, ୨୧/୦୨/୨୦୨୧: ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ...

ଦେଶରେ ଆଜିଠାରୁ ମହଙ୍ଗା ହେଲା ବିମାନ ଯାତ୍ରା

ନୂଆଦିଲ୍ଲୀ,୧୨/୦୨/୨୦୨୧:ଦେଶରେ ଆଜିଠାରୁ ମହଙ୍ଗା ହେଲା ବିମାନ ଯାତ୍ରା। ବିମାନ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ୩୦ ପ୍ରତିଶତ ଅର୍ଥ। ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏ ଜାରି ରହିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶ । ଦେଢ଼ରୁ ୨ ଘଣ୍ଟାର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୩୯୦୦ ଟଙ୍କା।...

ଆଜିଠୁ ବିନା ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ,ଦୈନିକ ୩୦ ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା,ସକାଳ ୬ରୁ ପୁରୀବାସୀ, ୭ରୁ...

ପୁରୀ, ୨୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଶେଷରେ କୋଭିଡ୍‌ ରିପୋର୍ଟ କଟକଣାର ଅନ୍ତ ଘଟିଛି। ଆଜି (ଗୁରୁବାର) ଠାରୁ ବିନା କୋଭିଡ୍‌ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି। ଭକ୍ତଙ୍କ ମନରେ ଏ ନେଇ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧାଡ଼ି ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ...

ଆଉ କିଛି ସପ୍ତାହର ଅପେକ୍ଷା, ଭାରତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା, ୮ଟି ସଂସ୍ଥାକୁ ମିଳିଲା ସଫଳତା

ନୂଆଦିଲ୍ଲୀ,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଆଉ ମାତ୍ର କିଛି ସପ୍ତାହର ଅପେକ୍ଷା । ଭାରତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା। ଟିକା ପ୍ରସ୍ତୁତିରେ ୮ଟି ସଂସ୍ଥାକୁ ସଫଳତା ମିଳିଥିବା ବେଳେ ୩ଟି ଭାକ୍ସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସର୍ବଦଳୀୟ ବୈଠକ ପରେ ଦେଶବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଥମେ ଆଗଧାଡ଼ିରେ...

କରୋନା ଟିକା ପ୍ରସ୍ତୁତିରେ ସାମିଲ ୩ ଭାରତୀୟ କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ,୩୦/୧୧/୨୦୨୦(ବ୍ୟୁରୋ ରିପୋର୍ଟ) କୋଭିଡ୍‍-୧୯ ଟିକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭାବେ ସମୀକ୍ଷା କରିଆସୁଛନ୍ତି। ଏହି କ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତିରେ ସାମିଲ ହୋଇଥିବା ଭାରତର ତିନୋଟି କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ।ଟିକା ପ୍ରସ୍ତୁତିରେ ସାମିଲ କମ୍ପାନୀଗୁଡ଼ିକ ହେଉଛନ୍ତି – ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ୍‍ ଇ ଏବଂ...

ଆଦିବାସୀ ପରିବାରରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହ, କଦଳୀ ପତ୍ରରେ ପରଷାଗଲା ଖାଦ୍ୟ

କୋଲକାତା, ୦୬/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସ୍ଥାନୀୟ ଚତୁରଡିହି ଗାଁର ଆଦିବାସୀ କର୍ମକର୍ତ୍ତା ବିଭୀଷଣ ହାଁସଦାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ।ଅମିତ ଶାହାଙ୍କ ପାଇଁ କଦଳୀ ପତ୍ରରେ ଖାଦ୍ୟ ପରିବେଷଣ କରାଯାଇଥିଲା । ଏହା ବଙ୍ଗାଳୀ ଏବଂ ଶାକାହାରୀ ଖାଦ୍ୟ ଥିଲା । ଖାଦ୍ୟରେ ତାଙ୍କୁ...

ନଭେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ

  ଭୂବନେଶ୍ୱର, ୦୧/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ନଭେମ୍ବର ମାସରେ ରାଜ୍ୟରେ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ପର୍ଯ୍ୟାୟକ୍ରମେ ୮ ଦିନ ବନ୍ଦ ରହିବ। ନଭେମ୍ବର ମାସରେ ୫ଟି ରବିବାର ପଡ଼ୁଛି। ସେହି ତାରିଖଗୁଡ଼ିକ ହେଲା ୧, ୮, ୨୫, ୨୨ ଓ ୨୯। ଏଥିସହିତ ଦ୍ବିତୀୟ ଓ ଚତୁର୍ଥ ଶନିବାର ଯଥାକ୍ରମେ ୧୪ ଓ ୨୮ ତାରିଖରେ ପଡ଼ୁଛି। ତେଣୁ...

ନାମ ମନ୍ଦିରରେ ଶସ୍ତ୍ର ପୂଜନ,ଆଲୋଚନା ଚକ୍ର ଓ କ୍ଷେତ୍ର ପରିକ୍ରମା।

  ଯାଜପୁର, ୨୮/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ସମ୍ପ୍ରତି ସମଗ୍ର ବିଶ୍ୱରେ ସଂସ୍କୃତିର ଅବକ୍ଷୟ ଘଟିଥିବାବେଳେ ଏହି ସଂସ୍କୃତିର ସୁରକ୍ଷା ପାଇଁ ଆଦିମ କାଳରୁ ପ୍ରଚଳିତ ଥିବା ଶସ୍ତ୍ର ପୂଜନ ଚାଳନାର ଆବଶ୍ୟକତାକୁ ଉପଲବ୍ଧି କରି ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ବରୁଣେଶ୍ୱର କ୍ଷେତ୍ରସ୍ଥ ନାମ ମନ୍ଦିର ପରିସରରେ ତ୍ରିଦିବସୀୟ ଖଡ୍ଗ ପୂଜନର ପୁରଶ୍ଚରଣ କର୍ମ ଉପଲକ୍ଷେ କୋଭିଡ଼...

ବିହାର ବିଧାନସଭା ନିର୍ବାଚନ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

ପାଟନା, ୨୭/୧୦/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଙ୍କଟ ଭିତରେ ଭୋଟ ଦେବ ବିହାର ।ଆଜି ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ; କଟକଣା ଭିତରେ ୧୬ ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ମତାଧିକାର ସାବ୍ୟସ୍ତ କରିବେ ୨ କୋଟି ୧୪ଲକ୍ଷ ଭୋଟର।କରୋନା କାଳରେ ଦେଶର ପ୍ରଥମ ନିର୍ବାଚନ । ଆଜି...
error: Content is protected !!