Wednesday, May 12, 2021

ବ୍ରହ୍ମପୁର ସ୍ପେଶାଳ

ପୂର୍ବତନ ଶେରଗଡ ବ୍ଳକ ଚେୟାରମ୍ୟାନ୍ ଙ୍କ ବିୟୋଗ ।

ଶେରଗଡ,୧୨/୦୫/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ପୂର୍ବତନ ଚେୟାରମେନ୍ ବାବୁଲା ଚୌଧରୀ(୫୪) ଙ୍କ ଆଜି ସକାଳ ସାଢେ ପାଂଚ ଟା ସମୟରେ ଭୁବନେଶ୍ବର ସ୍ଥିତ ସମ୍ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥା ରେ...

ଲକ୍ ଡାଉନ୍ ପ୍ରଥମ ସପ୍ତାହରେ ୮୫ ହଜାର ଜରିମାନା ଆଦାୟ ।

ବୁଗୁଡା,୧୧/୦୫/୨୦୨୧: ଓଡ଼ିଶାରେ କରୋନା ଦୃତ ଗତିରେ କାୟା ବିସ୍ତାର କରିବାରୁ ରାଜ୍ୟ ସରକାର ଗତ ମଇ ୫ ତାରିଖ ଠାରୁ ଲକ୍ ଡାଉନ ଘୋଷଣା କରିଛନ୍ତି। ସହରାଞ୍ଚଳରେ ଶନିବାର ଓ ରବିବାର ଦୁଇଦିନ...

ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସ ଙ୍କ ଶ୍ରାଦ୍ଧ ଉତ୍ସବ

ବ୍ରହ୍ମପୁର, ୧୧/୦୫/୨୦୨୧: ଓଡିଶାର ସର୍ବପ୍ରଥମ "ଏମ ଏଲ ସ୍କ୍ରାଫ " ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସ ଙ୍କ ୧୯ତମ ଶ୍ରାଦ୍ଧ ଉତ୍ସବ ମଙ୍ଗଳବାର ଦିନ ନୂଆ ବାରାକ୍ସ...

ଅଗ୍ନି କାଣ୍ଡରେ ଜଳିଗଲା ଶିକ୍ଷାକେନ୍ଦ୍ର।

ପୋଲସରା,୧୧/୦୫/୨୦୨୧:ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମରେ ଥିବା ବିଭୁନନ୍ଦନ ଶିକ୍ଷାକେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଏହି ଶିକ୍ଷାକେନ୍ଦ୍ର ବହୁ ପୁରାତନ ହୋଇଥିବା...

ବିଧାୟକଙ୍କ କୋଭିଡ଼ି ପରିଚାଳନା ସମୀକ୍ଷା

ପୋଲସରା,୧୧/୦୫/୨୦୨୧: ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମଇ ୧୧ ତାରିଖରେ ପୋଲସରା ପାଞ୍ଚାୟତ ସମିତି ପରିସରରେ ପୋଲସରା ବ୍ଲକ ଓ ଏନଏସି ର କୋଭିଡ...

ଦେଶ- ବିଦେଶ

ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦି । କହିଲେ, ଲକଡାଉନ ହେଉ ଅନ୍ତିମ ବିକଳ୍ପ

ନୂଆଦିଲ୍ଲୀ,୨୦/୦୪/୨୦୨୧:କରୋନାର ଦ୍ଵିତୀୟ ଲହରରେ ଦେଶରେ ସ୍ଥିତି ସାଙ୍ଘାତିକ ଆଡକୁ ଗତି କରୁଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି...

ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଢାକାର ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ...

  ନୂଆଦିଲ୍ଲୀ, ୨୬/୦୩/୨୦୨୧: ୨ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୧୫ ମାସ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବିଦେଶ ଗସ୍ତ । ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି...

ଅଭିନେତା ଅମୀରଙ୍କୁ କରୋନା

ମୁମ୍ବାଇ,୨୪/୦୩/୨୦୨୧: କରୋନା କବଳରେ ବଲିଉଡ଼୍‌। ପୂର୍ବରୁ ବଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ନିର୍ମାତା, ନିର୍ଦେଶକମାନେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ଅଭିନେତା ଅମୀର ଖାନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଅମୀରଙ୍କ...

ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ଭୂବନେଶ୍ୱର,୨୨/୦୩/୨୦୨୧: ସୋମବାର ଶ୍ରୀମନ୍ଦିରକୁ ଯାଇ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟପତି ରାମନାଥ କୋବିନ୍ଦ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର। ସୁରକ୍ଷା ଦୃଷ୍ଟିରୁ ସୋମବାର ଦିନ ୧୨ଟା ଯାଏ...

୧୫ରୁ ୨ ଦିନିଆ ଧର୍ମଘଟ, ୪ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୦/୦୩/୨୦୨୧: ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ସର୍ବଭାରତୀୟ ବ୍ୟାଙ୍କ ସଂଗଠନ ପକ୍ଷରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ...
error: Content is protected !!